Jump to content

ରାସାଗିଲିନ

ଉଇକିପିଡ଼ିଆ‌ରୁ
ରାସାଗିଲିନ
Clinical data
Trade namesAzilect, Azipron, others
SynonymsVP-1012, N-propargyl-1(R)-aminoindan[]
AHFS/Drugs.commonograph
MedlinePlusa606017
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability36%
    Protein binding88 – 94%
    MetabolismLiver (CYP1A2-mediated)
    Elimination half-life3 hours[ଆଧାର ଲୋଡ଼ା]
    ExcretionKidney and fecal
    Identifiers
    • (R)-N-(prop-2-ynyl)-2,3-dihydro-1H-inden-1-amine
    ECHA InfoCard100.301.709 Edit this at Wikidata
    Chemical and physical data
    FormulaC12H13N
    Molar mass୧୭୧.୨୪ g·mol−1
    3D model (JSmol)
    • C#CCN[C@H]2c1ccccc1CC2
    • InChI=1S/C12H13N/c1-2-9-13-12-8-7-10-5-3-4-6-11(10)12/h1,3-6,12-13H,7-9H2/t12-/m1/s1 checkY
    • Key:RUOKEQAAGRXIBM-GFCCVEGCSA-N checkY
      (verify)

    ,

    ରାସାଗିଲିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆଜିଲେକ୍ଟ, ହେଉଛି ଏକ ଔଷଧ ଯାହା ପାର୍କିନ୍‌ସନ୍ ରୋଗର ଲକ୍ଷଣମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଏକାକୀ କିମ୍ବା ଅନ୍ୟ ଔଷଧ ସହିତ ବ୍ୟବହୃତ ହୋଇପାରେ | [] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ବଦ‌ହଜମି ଅବସାଦ, ଶୋଇବାରେ ଅସୁବିଧା, ଫୁଲା ଏବଂ ଅଇ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ସେରୋଟୋନିନ ସିଣ୍ଡ୍ରୋମ, ନିଦ୍ରାଳୁ ଭାବ, ବାଧ୍ୟତାମୂଳକ ଜୁଆ ଖେଳିବାକୁ ଇଚ୍ଛା ଏବଂ ହାଲୁସିନେସନ ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭଧାରଣ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଏହା ମୋନୋଆମିନୋ ଅକ୍ସିଡେଜ୍-ବିର ଏକ ଅଣପ୍ରତ୍ୟାବର୍ତ୍ତନକାରୀ ପ୍ରତିବନ୍ଧକ।[]

    ୧୯୭୯ ମସିହାର ପ୍ରାରମ୍ଭରେ ରାସାଗିଲିନ ବିକଶିତ ହୋଇଥିଲା; ୨୦୦୫ରେ ୟୁରୋପରେ ଏବଂ ୨୦୦୬ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର ପାଇଁ ଅନୁମୋଦନ କରାଯାଇଥିଲା ।[] [] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ଏହାର 4 ସପ୍ତାହ ଔଷଧର ମୂଲ୍ୟ ପ୍ରାୟ ୨.୫୦ ପାଉଣ୍ଡ ।[]

    1. Akao Y, Maruyama W, Yi H, Shamoto-Nagai M, Youdim MB, Naoi M (June 2002). "An anti-Parkinson's disease drug, N-propargyl-1(R)-aminoindan (rasagiline), enhances expression of anti-apoptotic bcl-2 in human dopaminergic SH-SY5Y cells". Neuroscience Letters. 326 (2): 105–8. doi:10.1016/s0304-3940(02)00332-4. PMID 12057839. S2CID 29736753.
    2. 1 2 3 4 5 "Rasagiline Monograph for Professionals". Drugs.com (in ଇଂରାଜୀ). Archived from the original on 1 May 2021. Retrieved 16 October 2021.
    3. 1 2 "DailyMed - RASAGILINE MESYLATE tablet". dailymed.nlm.nih.gov. Archived from the original on 28 March 2021. Retrieved 16 October 2021.
    4. "Rasagiline (Azilect) Use During Pregnancy". Drugs.com (in ଇଂରାଜୀ). Archived from the original on 24 October 2020. Retrieved 16 October 2021.
    5. "Azilect". Archived from the original on 10 January 2021. Retrieved 16 October 2021.
    6. Stolberg, Victor B. (27 October 2017). ADHD Medications: History, Science, and Issues (in ଇଂରାଜୀ). ABC-CLIO. p. 82. ISBN 978-1-61069-726-2. Archived from the original on 16 October 2021. Retrieved 16 October 2021.
    7. 1 2 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 446. ISBN 978-0-85711-369-6.{{cite book}}: CS1 maint: date format (link)