Jump to content

ରାସବେରିକେସ

ଉଇକିପିଡ଼ିଆ‌ରୁ
ରାସବେରିକେସ
Clinical data
Trade namesElitek, Fasturtec
AHFS/Drugs.commonograph
data
Pregnancy
category
  • AU: B2
  • US: C (Risk not ruled out)
Routes of
administration
Intravenous infusion
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
BioavailabilityN/A
Elimination half-life18 hrs
Identifiers
  • Aspergillus urate oxidase
ECHA InfoCard100.207.686 Edit this at Wikidata
Chemical and physical data
FormulaC1521H2381N417O461S7
Molar mass୩୪,୧୦୯.୬୬ g·mol−1
  (verify)

ରାସବେରିକେସ, ଅନ୍ୟମାନଙ୍କ ମଧ୍ୟରେ ଏଲିଟେକ୍ ଏକ ବିକ୍ରୟ ନାମ, ହେଉଛି ଉଚ୍ଚ ୟୁରିକ ଏସିଡ ରକ୍ତସ୍ତର ପାଇଁ ବ୍ୟବହୃତ ଏକ ଔଷଧ ଯାହା ଟ୍ୟୁମର୍ ଲାଇସିସ୍ ସିଣ୍ଡ୍ରୋମ ହେତୁ ଘଟିଥାଏ ।[] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଜ୍ୱର, ଫୁଲା, ଉଦ୍‌ବେଗ, ମୁଣ୍ଡବିନ୍ଧା, ତରଳ ଝାଡ଼ା ଏବଂ ହାଇପୋଫସଫେଟିମିଆ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ଏବଂ ମେଥେମୋଗ୍ଲୋବିନେମିଆ ଅନ୍ତର୍ଭୁକ୍ତ ହୋଇପାରେ । [] ଗ୍ଲୁକୋଜ-୬-ଫସଫେଟ ଡିହାଇଡ୍ରୋଜେନେଜ ଅଭାବ ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ ନୁହେଁ ।[] ଏହା ରେକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜିଦ୍ୱାରା ସୃଷ୍ଟି ହୋଇଥିବା ୟୁରେଟ୍ ଅକ୍ସିଡେଜ୍ ଏନଜାଇମ । []

୨୦୦୧ ମସିହାରେ ୟୁରୋପରେ ଏବଂ ୨୦୦୨ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ରାସବେରିକେସ ଅନୁମୋଦିତ ହୋଇଥିଲା [] [] ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୭.୫ମିଗ୍ରା ଭାଏଲର ମୂଲ୍ୟ ୩୫୦ ପାଉଣ୍ଡ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫,୦୦୦ ଡଲାର ଅଟେ। []

  1. ୧.୦ ୧.୧ ୧.୨ ୧.୩ "DailyMed - ELITEK- rasburicase kit". dailymed.nlm.nih.gov. Archived from the original on 20 March 2021. Retrieved 16 October 2021.
  2. ୨.୦ ୨.୧ ୨.୨ "Rasburicase Monograph for Professionals". Drugs.com (in ଇଂରାଜୀ). Archived from the original on 5 August 2019. Retrieved 16 October 2021.
  3. "Fasturtec". Archived from the original on 28 December 2020. Retrieved 16 October 2021.
  4. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
  5. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 994. ISBN 978-0-85711-369-6.{{cite book}}: CS1 maint: date format (link)
  6. "Elitek Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 20 January 2021. Retrieved 16 October 2021.