Jump to content

ରାସବେରିକେସ

ଉଇକିପିଡ଼ିଆ‌ରୁ
ରାସବେରିକେସ
Clinical data
Trade namesElitek, Fasturtec
AHFS/Drugs.commonograph
data
Pregnancy
category
  • AU: B2
  • US: C (Risk not ruled out)
    Routes of
    administration
    Intravenous infusion
    Legal status
    Legal status
    • AU: S4 (Prescription only)
    • US: ℞-only
    • EU: Rx-only
    • ℞ (Prescription only)
    Pharmacokinetic data
    BioavailabilityN/A
    Elimination half-life18 hrs
    Identifiers
    • Aspergillus urate oxidase
    ECHA InfoCard100.207.686 Edit this at Wikidata
    Chemical and physical data
    FormulaC1521H2381N417O461S7
    Molar mass୩୪,୧୦୯.୬୬ g·mol−1
      (verify)

    ରାସବେରିକେସ, ଅନ୍ୟମାନଙ୍କ ମଧ୍ୟରେ ଏଲିଟେକ୍ ଏକ ବିକ୍ରୟ ନାମ, ହେଉଛି ଉଚ୍ଚ ୟୁରିକ ଏସିଡ ରକ୍ତସ୍ତର ପାଇଁ ବ୍ୟବହୃତ ଏକ ଔଷଧ ଯାହା ଟ୍ୟୁମର୍ ଲାଇସିସ୍ ସିଣ୍ଡ୍ରୋମ ହେତୁ ଘଟିଥାଏ ।[୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଜ୍ୱର, ଫୁଲା, ଉଦ୍‌ବେଗ, ମୁଣ୍ଡବିନ୍ଧା, ତରଳ ଝାଡ଼ା ଏବଂ ହାଇପୋଫସଫେଟିମିଆ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ଏବଂ ମେଥେମୋଗ୍ଲୋବିନେମିଆ ଅନ୍ତର୍ଭୁକ୍ତ ହୋଇପାରେ । [୨] ଗ୍ଲୁକୋଜ-୬-ଫସଫେଟ ଡିହାଇଡ୍ରୋଜେନେଜ ଅଭାବ ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ ନୁହେଁ ।[୨] ଏହା ରେକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜିଦ୍ୱାରା ସୃଷ୍ଟି ହୋଇଥିବା ୟୁରେଟ୍ ଅକ୍ସିଡେଜ୍ ଏନଜାଇମ । [୨]

    ୨୦୦୧ ମସିହାରେ ୟୁରୋପରେ ଏବଂ ୨୦୦୨ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ରାସବେରିକେସ ଅନୁମୋଦିତ ହୋଇଥିଲା [୧] [୩] ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୭.୫ମିଗ୍ରା ଭାଏଲର ମୂଲ୍ୟ ୩୫୦ ପାଉଣ୍ଡ ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫,୦୦୦ ଡଲାର ଅଟେ। [୬]

    1. 1 2 3 4 "DailyMed - ELITEK- rasburicase kit". dailymed.nlm.nih.gov. Archived from the original on 20 March 2021. Retrieved 16 October 2021.
    2. 1 2 3 "Rasburicase Monograph for Professionals". Drugs.com (in ଇଂରାଜୀ). Archived from the original on 5 August 2019. Retrieved 16 October 2021.
    3. ↑ "Fasturtec". Archived from the original on 28 December 2020. Retrieved 16 October 2021.
    4. ↑ World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
    5. ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 994. ISBN 978-0-85711-369-6.{{cite book}}: CS1 maint: date format (link)
    6. ↑ "Elitek Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 20 January 2021. Retrieved 16 October 2021.