ରାମ ଦୁଲାରି ସିହ୍ନା

ଉଇକିପିଡ଼ିଆ‌ରୁ
ରାମ ଦୁଲାରି ସିହ୍ନା
ରାମ ଦୁଲାରି ସିହ୍ନା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1922-12-08)୮ ଡିସେମ୍ବର ୧୯୨୨
Gopalganj, Bihar
ମୃତ୍ୟୁ31 August 1994
New Delhi
ଜାତୀୟତାIndian
ରାଜନୀତିକ ଦଳIndian National Congress
ଜୀବନ ସାଥୀThakur Jugal Kishore Sinha
ସନ୍ତାନMadhurendra Kumar Singh
ଘରPatna

ରାମ ଦୁଲାରି ସିହ୍ନା (୧୯୨୨-୧୯୯୪) ଜଣେ ଭାରତୀୟ ମହିଳା ପାର୍ଲିଆମେଣ୍ଟାରିଆନ ଓ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟପାଳ । ସେ ଆନ୍ତର୍ଜାତିକ ଶ୍ରମିକ ସଂଗଠନର ଭାଇସ- ଚେୟାରମ୍ୟାନ ନିର୍ବାଚିତ ହେଇଥିଲେ । ସେ ବିହାର ରାଜ୍ୟର ପ୍ରଥମ ମହିଳା ପୋଷ୍ଟ ଗ୍ରାଜୁଏଟ । ସେ ମଧ୍ୟ ବିହାରର ପ୍ରଥମ ମହିଳା ଯିଏ ରାଜ୍ୟପାଳ ଭାବରେ ରହିଥିଲେ । ସେ ୧୯୮୮ ମସିହାରୁ ୧୯୯୦ ମସିହା ଯାଏ କେରଳ ରାଜ୍ୟର ରାଜ୍ୟପାଳ ଥିଲେ । [୧]

ରାଜନୈତିକ ଜୀବନୀ [ସମ୍ପାଦନା]

କେରଲର ରାଜ୍ୟପାଳ ଭାବେ ରାମ ଦୁଲାରି ସିହ୍ନା
କେରଲର ନେତାମାନଙ୍କ ସହ ରାଜ୍ୟପାଳ ରାମ ଦୁଲାରି ସିହ୍ନା
  • ୧୯୫୨ ମସିହାରେ ପ୍ରଥମ ବିହାର ବିଧାନ ସଭାର ସଦସ୍ୟା 
  • ୧୯୬୨ ପାଟଣା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ 
  • ୧୯୬୯  ବିହାର ବିଧାନ ସଭା ସଦସ୍ୟା ଭାବେ ନିର୍ବାଚିତ 
  • ୧୯୭୧ରୁ ୧୯୭୭ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ 
  • ୧୯୮୦  ଲୋକ ସଭା ସଦସ୍ୟା 
  • ୧୯୮୦ କେନ୍ଦ୍ରରେ ରାଜ୍ୟ ପାହ୍ୟା ମନ୍ତ୍ରୀ 
  • ୧୯୮୪ ଲୋକ ସଭା ପାଇଁ ପୁନର- ନିର୍ବାଚିତ 
  • ୧୯୮୪ରୁ ୧୯୮୮ କେନ୍ଦ୍ର ଗୃହ ବ୍ୟାପାର ବିଭାଗ  ମନ୍ତ୍ରୀ 
  • ୧୯୮୮ରୁ ୧୯୯୦  କେରଳ ରାଜ୍ୟର ରାଜ୍ୟପାଳ 
Year Constituency Votes Polled Vote % Winner
1951 98. Majorganj 11520 51.73% Yes
1969 22. Gopalganj 15197 36.09% Yes
1972 22. Gopalganj 19749 42.36% Yes
Year Constituency Votes Polled Vote % Winner
1962 35. Patna 101687 44.89% Yes
1980 12. Sheohar 174188 41.95% Yes
1984 12. Sheohar 254881 52.45% Yes

ଆଧାର [ସମ୍ପାଦନା]

  1. "INDIA PROBES DEATH PLOT, BOMBING TIES". Chicago Tribune. 17 May 1985. Retrieved 2009-08-24.