ରାଧୁ ମିଶ୍ର

ଉଇକିପିଡ଼ିଆ‌ରୁ
ରାଧୁ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ
ରାଧୁ ମିଶ୍ର

(1952-03-07) ୭ ମାର୍ଚ୍ଚ ୧୯୫୨ (ବୟସ ୭୧)
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନବ୍ୟଙ୍ଗକାର

ରାଧୁ ମିଶ୍ର (୭ ମାର୍ଚ୍ଚ ୧୯୫୨), ଜଣେ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ, ସମାଲୋଚକ[୧] ଓ ଅନୁବାଦକ ।[୨] ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟଙ୍ଗ କବି ସମ୍ମିଳନୀ ଏବଂ "ମହାକୁମ୍ଭ ହାସ୍ୟମେଳା" ଆଦି ମାଧ୍ୟମରେ ସେ ବ୍ୟଙ୍ଗସାହିତ୍ୟର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଛନ୍ତି । ତାଙ୍କ ସମ୍ପାଦନାରେ ମାସିକ ପତ୍ରିକା ହରିବୋଲ ପ୍ରକାଶ ପାଉଥିଲା । ସେ ରାଉରକେଲା ଇସ୍ପାତ କାରଖାନାରୁ ସେବା ନିବୃତ ହୋଇସାରିଛନ୍ତି ।

ରଚନାବଳୀ[ସମ୍ପାଦନା]

  • ବାସ୍ ଆଉ ଗୋଟେ ମାସ୍
  • ମଲାରେ ମଣିଷ
  • ଜଙ୍ଗଲରେ ଇଣ୍ଟରନେଟ୍ (ରମେନ୍ଦ୍ର କୁମାରଙ୍କ ପୁସ୍ତକର ଓଡ଼ିଆ ଅନୁବାଦ) - ୨୦୦୫ (ଦ ବୁକ ମେନ)
  • ଶ୍ରୀଦେବୀର ଅଣ୍ଡା (ରମେନ୍ଦ୍ର କୁମାରଙ୍କ ପୁସ୍ତକର ଓଡ଼ିଆ ଅନୁବାଦ) - ୨୦୦୫ (ଦ ବୁକ ମେନ)
  • କପି ତୁ କାହୁଁ ଆଇଲୁରେ - ୨୦୧୩ (ପଶ୍ଚିମା ପବ୍ଲିକେଶନ୍ସ)[୩]
  • ବଢ଼ିଲା ଝିଅଙ୍କ ବାପାମାନେ

ଆଧାର[ସମ୍ପାଦନା]

  1. "ଗ୍ରନ୍ଥର ରୂପ ବଦଳୁଛି, ମୃତ୍ୟୁ ନାହିଁ". www.dharitri.com/. Retrieved 17 April 2019.
  2. "ସ୍ବସ୍ତି ସାହିତ୍ୟ ସଂସଦର ମାସିକ ଆସରରେ ଶାରଦୀୟ କବିତା ପର୍ବ". www.odiasahitya.com. Retrieved 17 April 2019.
  3. "Nantional Library of India online catalog". opac.nationallibrary.gov.in. Nantional Library of India. Retrieved 17 April 2019.