ରାଧୁ ମିଶ୍ର

ଉଇକିପିଡ଼ିଆ‌ରୁ
(Radhu Mishraରୁ ଲେଉଟି ଆସିଛି)
ରାଧୁ ମିଶ୍ର
ଜନ୍ମ
ରାଧୁ ମିଶ୍ର

(1952-03-07) ୭ ମାର୍ଚ୍ଚ ୧୯୫୨ (ବୟସ ୭୨)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନବ୍ୟଙ୍ଗକାର
ପିତାମାତାହରିହର ମିଶ୍ର
ରାସେଶ୍ୱରୀ ମିଶ୍ର

ରାଧୁ ମିଶ୍ର (୭ ମାର୍ଚ୍ଚ ୧୯୫୨), ଜଣେ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ, ସମାଲୋଚକ[୧] ଓ ଅନୁବାଦକ ।[୨] ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟଙ୍ଗ କବି ସମ୍ମିଳନୀ ଏବଂ "ମହାକୁମ୍ଭ ହାସ୍ୟମେଳା" ଆଦି ମାଧ୍ୟମରେ ସେ ବ୍ୟଙ୍ଗସାହିତ୍ୟର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଛନ୍ତି । ତାଙ୍କ ସମ୍ପାଦନାରେ ମାସିକ ପତ୍ରିକା ହରିବୋଲ ପ୍ରକାଶ ପାଉଥିଲା । ସେ ରାଉରକେଲା ଇସ୍ପାତ କାରଖାନାରୁ ସେବା ନିବୃତ ହୋଇସାରିଛନ୍ତି ।

ରଚନାବଳୀ[ସମ୍ପାଦନା]

ମୌଳିକ ରଚନା[ସମ୍ପାଦନା]

  • ବାସ୍ ଆଉ ଗୋଟେ ମାସ୍
  • ପ୍ରିୟମ୍ବଦା (ରୋମାଣ୍ଟିକ କବିତା ସଂକଳନ)
  • ସାତ ଦରଜା (କବିତା ସଂକଳନ)
  • ମଲାରେ ମଣିଷ
  • ଜଙ୍ଗଲରେ ଇଣ୍ଟରନେଟ୍ (ରମେନ୍ଦ୍ର କୁମାରଙ୍କ ପୁସ୍ତକର ଓଡ଼ିଆ ଅନୁବାଦ) - ୨୦୦୫ (ଦ ବୁକ ମେନ)
  • ଶ୍ରୀଦେବୀର ଅଣ୍ଡା (ରମେନ୍ଦ୍ର କୁମାରଙ୍କ ପୁସ୍ତକର ଓଡ଼ିଆ ଅନୁବାଦ) - ୨୦୦୫ (ଦ ବୁକ ମେନ)
  • କପି ତୁ କାହୁଁ ଆଇଲୁରେ (ବ୍ୟଙ୍ଗ ଗଳ୍ପ ସଂକଳନ) - ୨୦୧୩ (ପଶ୍ଚିମା ପବ୍ଲିକେଶନ୍ସ)[୩]
  • ବଢ଼ିଲା ଝିଅଙ୍କ ବାପାମାନେ (ଉପନ୍ୟାସ)

ଅନୁବାଦ ପୁସ୍ତକ[ସମ୍ପାଦନା]

  • ଲକ୍ଷେଟଙ୍କିଆ ଛିଙ୍କ
  • ଜଙ୍ଗଲରେ ଇଣ୍ଟରନେଟ
  • ଶ୍ରୀଦେବୀର ଅଣ୍ଡା
  • ଟାଇମ ପାସ୍ ଅଙ୍କଲ
  • ମୁଗାମ୍ବୋ ଖୁସ୍ ହୁଆ
  • ମଲାରେ ମଣିଷ
  • ଅଜନ୍ମା
  • ଐସେ ନା ବୁଲାନା ମୁଝେ
  • କୁଛ ରହନେ ଭି ଦୋ ଅନକହି
  • ଚଲୋ ଆଜ କୁଛ୍ ବାତେଁ କର ଲେଁ

ସମ୍ପାଦିତ ପୁସ୍ତକ[ସମ୍ପାଦନା]

  • ଫତୁରାନନ୍ଦ ଅଭିନନ୍ଦନ ଗ୍ରନ୍ଥ
  • ବ୍ୟଙ୍ଗ ମନ୍ଥନ
  • ତପତୀ ରେତ ପର ହରସିଙ୍ଗାର

ପତ୍ରିକା ସମ୍ପାଦନା[ସମ୍ପାଦନା]

  • ସୌରଭ (୧୯୭୧ରୁ ୧୯୭୬ ଯାଏଁ)
  • ହରିବୋଲ (ଓଡ଼ିଶାର ପ୍ରଥମ ହାସ୍ୟବ୍ୟଙ୍ଗ ସାହିତ୍ୟ ପତ୍ରିକା)
  • ସୁପରହିଟ ପଦାବଳୀ (ଓଡ଼ିଶାର ପ୍ରଥମ ପୋଷ୍ଟର ପତ୍ରିକା)
  • ଶାମୁକା (ଓଡ଼ିଶାର ପ୍ରଥମ ଫୋଲଡର ପତ୍ରିକା)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସପ୍ତର୍ଷି ପୁରସ୍କାର (ସମ୍ବଲପୁର ବିଶ୍ୱବିଦ୍ୟାଳୟ)
  • ସୃଜନୀ ପୁରସ୍କାର (ସମ୍ବଲପୁର ହୀରାଖଣ୍ଡ ଟ୍ରଷ୍ଟର ଦଶମ ବସନ୍ତ ମିଳନ)
  • ଚନ୍ଦ୍ରଭାଗା ହାସ୍ୟ-ବ୍ୟଙ୍ଗ ପୁରସ୍କାର (ବାଲେଶ୍ୱର)
  • କାନ୍ତକବି ପୁରସ୍କାର (କଟକ)
  • ଛବି ରାୟ ବ୍ୟଙ୍ଗ ପୁରସ୍କାର (ଫକୀରମୋହନ ସାହିତ୍ୟ ପରିଷଦ, ବାଲେଶ୍ୱର )
  • ଉତ୍ତରପ୍ରଦେଶ ହିନ୍ଦୀ ସଂସ୍ଥାନ (ଲକ୍ଷ୍ନୌ)ଦ୍ୱାରା ଉତ୍ତର ପ୍ରଦେଶ ସରକାରଙ୍କ ସୌହାର୍ଦ୍ଦ୍ୟ ସମ୍ମାନ
  • ପୁନର୍ନବା (ଚାନ୍ଦୋଳ)
  • ଉତ୍କଳ ସାହିତ୍ୟ ସମାଜ (କଟକ)
  • ଫତୁରାନନ୍ଦ ଫାଉଣ୍ଡେସନ (କଟକ)
  • ରାଷ୍ଟ୍ରଦୀପ (କଟକ )
  • ତୀରତରଙ୍ଗ ସମ୍ମାନ (ଭୁବନେଶ୍ୱର)
  • ଅରଣ୍ୟା ସମ୍ମାନ (ସୁନ୍ଦରଗଡ)
  • ସ୍ୱସ୍ତି ସାହିତ୍ୟ ସଂସଦ (ରାଉରକେଲା )
  • ଏକାମ୍ର ପୁସ୍ତକ ମହୋତ୍ସବ (ଭୁବନେଶ୍ୱର)
  • ହିନ୍ଦୀସେବୀ ସମ୍ମାନ (ରାଉରକେଲା )
  • ଆନନ୍ଦପୁର ସାହିତ୍ୟ ସଂସଦ (କେନ୍ଦୁଝର)
  • ବଲାଙ୍ଗିର ବହିହାଟ
  • ରାଷ୍ଟ୍ରଭାଷା ପ୍ରଚାର ସମିତି (କଟକ)
  • ସନ୍ଧ୍ୟାତାରା (ଢେଙ୍କାନାଳ)
  • ବ୍ୟଙ୍ଗାଚାର୍ଯ୍ୟ ଉପାଧୀ (ମହାବୀର ସାଂସ୍କୃତିକ ଅନୁଷ୍ଠାନ ଓ ଫୁଲବାଣୀର ଅକବି ଅନୁଷ୍ଠାନ ପ୍ରଦତ୍ତ)
  • ବ୍ୟଙ୍ଗ ବାଚସ୍ପତି[୪]

ଆଧାର[ସମ୍ପାଦନା]

  1. "ଗ୍ରନ୍ଥର ରୂପ ବଦଳୁଛି, ମୃତ୍ୟୁ ନାହିଁ". www.dharitri.com/. Retrieved 17 April 2019.
  2. "ସ୍ବସ୍ତି ସାହିତ୍ୟ ସଂସଦର ମାସିକ ଆସରରେ ଶାରଦୀୟ କବିତା ପର୍ବ". www.odiasahitya.com. Retrieved 17 April 2019.
  3. "Nantional Library of India online catalog". opac.nationallibrary.gov.in. Nantional Library of India. Retrieved 17 April 2019.
  4. "ବ୍ୟଙ୍ଗ ସାହିତ୍ୟର ମିଶ୍ରରାଗ". www.dharitriepaper.in. ଧରିତ୍ରୀ. Archived from the original on 9 May 2023. Retrieved 9 May 2023.