ରାଣୀପୁଲ
ଦେଖଣା
Ranipool
रानीपुल | |
|---|---|
Town | |
| Nickname: QueenBridge | |
| Country | |
| State | Sikkim |
| District | East Sikkim |
| Languages | |
| Time zone | UTC+5:30 (IST) |
| PIN | 737135[୧] |
| ଯାନବାହାନ ପଞ୍ଚୀକରଣ | SK |
ରାଣୀପୁଲ, ଭାରତୀୟ ରାଜ୍ୟ ସିକ୍କିମର ଏକ ସହରତଳିରେ ଥିବା ସହର । ଏହା ଗାଙ୍ଗଟକଠାରୁ 12 କିଲୋମିଟର ଦୁରବର୍ତୀ । ଏଠାରୁ ଇଙ୍ଗତାମ , ଗାଙ୍ଗଟକ ଓ ପାକ୍ଯୁଆଙ୍ଗକୁ ରାସ୍ତା ରହିଛି ଓ ଏହା ଗାଙ୍ଗଟକ ମୁନ୍ସିପଲିଟି ଅଧୀନର ଏକ ଅଞ୍ଚଳ ।
ଏହାର ଭୌଗୋଳିକ ଅବସ୍ଥିତି 27.2922°N 88.5922°E।
ରାଣୀପୁଲରେ ବିହାର ଅଞ୍ଚଳରୁ ଆସି ରହିଥିବା ଅଧିବାସୀଙ୍କ ସଂଖ୍ୟା ଅଧିକ । ଏଠାରେ ବ୍ୟବସାୟିକ କାରବାର ମାରବାଡି ସଂପ୍ରଦାଯର ଲୋକ ଅଧିକ ସଂଖ୍ୟାରେ କରିଥାନ୍ତି ।
ଆଧାର
[ସମ୍ପାଦନା]- ↑ "Pin Code RANIPOOL, EAST SIKKIM, SIKKIM". pincode.org.in. Retrieved 2015-02-18.