ରାଜାଲଦେସର
ଦେଖଣା
Rajaldesar | |
|---|---|
city | |
| Country | |
| State | Rajasthan |
| District | Churu |
| Elevation | 313 m (1,027 ft) |
| Population (2001) | |
| • Total | ୨୨,୮୩୭ |
| Languages | |
| • Official | Hindi |
| Time zone | UTC+5:30 (IST) |
| PIN | 331802 |
| Telephone code | 01567 |
| ଯାନବାହାନ ପଞ୍ଚୀକରଣ | RJ-10 |
ରାଜାଲଦେସର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ଚୁରୁ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ରାଜାଲଦେସର ୨୮.୦୨୮୫ ଉତ୍ତର ଅକ୍ଷାଂଶ ଓ ୭୪.୪୭୪୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୫୩ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଜାଲଦେସର ସହରର ମୋଟ ଜନସଂଖ୍ୟା ୨୨୮୩୭ ଅଟେ ।[୨] ସେଥି ମଧ୍ୟରୁ ୫୧.୧୦% ଜଣ ପରୁଷ ହୋଇଥିବା ବେଳେ ୪୮.୯୦% ଜଣ ନାରୀ ଅଟନ୍ତି । ରାଜାଲଦେସରର ସାକ୍ଷରତା ହାର ୪୮.୦୯% ଅଟେ । ଏହା ଜାତୀୟ ହାରଠାରୁ ୧୬.୭୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୦.୪୬% ପ୍ରତିଶତ ପୁରୁଷ ଓ ୧୭.୬୩% ନାରୀ ଅଟନ୍ତି । ୧୯.୧୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ରାଜାଲଦେସରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.