ରାଜସମନ୍ଦ
ଦେଖଣା
Rajsamand | |
---|---|
city | |
ଦେଶ | India |
ରାଜ୍ୟ | Rajasthan |
ଜିଲ୍ଲା | Rajsamand |
Founded by | Rana Raj Singh |
Named for | Rana Raj Singh |
Elevation | 547 m (1,795 ft) |
Population (2011)[୧] | |
• Total | ୬୭,୭୯୮ |
Time zone | UTC+5:30 (IST) |
Website | www |
ରାଜସମନ୍ଦ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ରଜ୍ସମନ୍ଦ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ରାଜସମନ୍ଦ ୨୫.୦୬୬୭ ଉତ୍ତର ଅକ୍ଷାଂଶ ଓ ୭୩.୮୮୩୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୭୯୪ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଜସମନ୍ଦ ସହରର ମୋଟ ଜନସଂଖ୍ୟା ୧୬୬୬୯ ଅଟେ ।[୩] ସେଥି ମଧ୍ୟରୁ ୫୧.୧୭% ଜଣ ପରୁଷ ହୋଇଥିବା ବେଳେ ୪୮.୮୩% ଜଣ ନାରୀ ଅଟନ୍ତି । ରାଜସମନ୍ଦର ସାକ୍ଷରତା ହାର ୬୬.୩୧% ଅଟେ । ଏହା ଜାତୀୟ ହାରଠାରୁ ୧.୪୭% ପ୍ରତିଶତ କମ ଅଟେ । ସେଥିରୁ ୩୮.୮୯% ପ୍ରତିଶତ ପୁରୁଷ ଓ ୨୭.୪୨% ନାରୀ ଅଟନ୍ତି । ୧୫.୧୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ହିନ୍ଦୀ ରାଜସମନ୍ଦର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.