ରାକେଶ ଦିୱାନ
Appearance
ରାକେଶ ଦିୱାନ | |
---|---|
ଜନ୍ମ | ୧୯୬୯ ହାଥରସ, ଉତ୍ତର ପ୍ରଦେଶ, ଭାରତ |
ମୃତ୍ୟୁ | ୨୭ ଅପ୍ରେଲ ୨୦୧୪ ଇନ୍ଦୋର, ମଧ୍ୟ ପ୍ରଦେଶ, ଭାରତ | (ବୟସ ୪୪–୪୫)
ବୃତ୍ତି | ଅଭିନେତା |
ପ୍ରସିଦ୍ଧି | ୟେ ରିସ୍ତା କ୍ୟା କେହଲାତା ହୈ |
ରାକେଶ ଦିୱାନ (୧୯୬୯ - ୨୭ ଅପ୍ରେଲ ୨୦୧୪) ଜଣେ ଭାରତୀୟ ଅଭିନେତା ଥିଲେ । ଉତ୍ତରପ୍ରଦେଶର ହାଥରସର ଏହି କଳାକାର ଚରିତ୍ର ଅଭିନେତା ଜଣାଶୁଣା ଥିଲେ ।[୧] ୨୭ ଅପ୍ରେଲ ୨୦୧୪ ଦିନ ସକାଳେ ଇନ୍ଦୋରରେ ବାରିଆଟ୍ରିକ୍ ସର୍ଜରୀ ପରେ ଅସୁସ୍ଥତା ହେତୁ ତାଙ୍କର ଦେହାନ୍ତ ହୋଇଥିଲା ।[୨][୩]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ କଥାଚିତ୍ର
[ସମ୍ପାଦନା]- ୟା ରବ୍ (୨୦୧୪)
- ହେଲୋ ହମ୍ ଲଲ୍ଲନ ବୋଲ୍ ରହେ ହେଁ (୨୦୧୦)
- ବାବର (୨୦୦୯)
- ମନୋରଞ୍ଜନ: ଦି ଇଣ୍ଟରଟେନ୍ମେଣ୍ଟ (୨୦୦୬)
ଅଭିନୀତ ଧାରାବାହିକ
[ସମ୍ପାଦନା]- ରାମାୟଣ (୨୦୦୮) - କୁମ୍ଭକର୍ଣ୍ଣ
- ୟେ ରିସ୍ତା କ୍ୟା କେହଲାତା ହୈ (୨୦୦୯-୨୦୧୪) - ମହାରାଜ
- ତାରକ ମେହେଟ୍ଟା କା ଓଲଟା ଚାଷମା (୨୦୦୮-୨୦୧୪) - ବନରାଜ ହାତୀ
- [ ଉଦ୍ଧୃତ ଆବଶ୍ୟକ ]ଦେବୋଁକା ଦେବ ମହାଦେବ (୨୦୧୩) - କୁବେର
ଆଧାର
[ସମ୍ପାଦନା]- ↑ "About actor Rakesh Deewana".
- ↑ Bhopatkar, Tejashree (2014-04-27). "Yeh Rishta...' actor passes away!". Timesofindia.indiatimes.com. Retrieved 2014-04-28.
- ↑ "NCDRC issues notices to Indore's bariatric surgeon over film and TV star Rakesh Deewana". Times of India.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ Rakesh Deewana