ରାକେଶ ଦିୱାନ

ଉଇକିପିଡ଼ିଆ‌ରୁ
ରାକେଶ ଦିୱାନ
ଜନ୍ମ୧୯୬୯
ମୃତ୍ୟୁ୨୭ ଅପ୍ରେଲ ୨୦୧୪(2014-04-27) (ବୟସ ୪୪–୪୫)
ବୃତ୍ତିଅଭିନେତା
ପ୍ରସିଦ୍ଧିୟେ ରିସ୍ତା କ୍ୟା କେହଲାତା ହୈ

ରାକେଶ ଦିୱାନ (୧୯୬୯ - ୨୭ ଅପ୍ରେଲ ୨୦୧୪) ଜଣେ ଭାରତୀୟ ଅଭିନେତା ଥିଲେ । ଉତ୍ତରପ୍ରଦେଶର ହାଥରସର ଏହି କଳାକାର ଚରିତ୍ର ଅଭିନେତା ଜଣାଶୁଣା ଥିଲେ ।[୧] ୨୭ ଅପ୍ରେଲ ୨୦୧୪ ଦିନ ସକାଳେ ଇନ୍ଦୋରରେ ବାରିଆଟ୍ରିକ୍ ସର୍ଜରୀ ପରେ ଅସୁସ୍ଥତା ହେତୁ ତାଙ୍କର ଦେହାନ୍ତ ହୋଇଥିଲା ।[୨][୩]

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୟା ରବ୍ (୨୦୧୪)
  • ହେଲୋ ହମ୍ ଲଲ୍ଲନ ବୋଲ୍ ରହେ ହେଁ (୨୦୧୦)
  • ବାବର (୨୦୦୯)
  • ମନୋରଞ୍ଜନ: ଦି ଇଣ୍ଟରଟେନ୍‌ମେଣ୍ଟ (୨୦୦୬)

ଅଭିନୀତ ଧାରାବାହିକ[ସମ୍ପାଦନା]

  • ରାମାୟଣ (୨୦୦୮) - କୁମ୍ଭକର୍ଣ୍ଣ
  • ୟେ ରିସ୍ତା କ୍ୟା କେହଲାତା ହୈ (୨୦୦୯-୨୦୧୪) - ମହାରାଜ
  • ତାରକ ମେହେଟ୍ଟା କା ଓଲଟା ଚାଷମା (୨୦୦୮-୨୦୧୪) - ବନରାଜ ହାତୀ
  • [ ଉଦ୍ଧୃତ ଆବଶ୍ୟକ ]ଦେବୋଁକା ଦେବ ମହାଦେବ (୨୦୧୩) - କୁବେର

ଆଧାର[ସମ୍ପାଦନା]

  1. "About actor Rakesh Deewana".
  2. Bhopatkar, Tejashree (2014-04-27). "Yeh Rishta...' actor passes away!". Timesofindia.indiatimes.com. Retrieved 2014-04-28.
  3. "NCDRC issues notices to Indore's bariatric surgeon over film and TV star Rakesh Deewana". Times of India.

ବାହାର ଲିଙ୍କ୍[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ Rakesh Deewana