ରାଇସୁଆଁ
ଦେଖଣା
ରାଇସୁଆଁ | |
|---|---|
ପଞ୍ଚାୟତ ସମିତି | |
| ଦେଶ | |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | କେନ୍ଦୁଝର |
| ଭାଷା | |
| • ସରକାରୀ | ଓଡ଼ିଆ |
| Time zone | UTC+୫.୩୦ (ଆଇ.ଏସ୍.ଟି) |
| ପିନ୍ | ୭୫୮୦୧୩ |
| ଦୁରଭାଷ କୋଡ | ୦୬୭୬୬ |
ରାଇସୁଆଁ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ପ୍ରମୁଖ ଗ୍ରାମ ପଞ୍ଚାୟତ ଅଟେ। ଏହା କେନ୍ଦୁଝର ସବଡ଼ିଭିଜନ ଅନ୍ତର୍ଭୁକ୍ତ ଅଟେ ଏବଂ ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୭ କିମି ଦୂରରେ ଜାତୀୟ ରାଜପଥ ୨୧୫ ସନ୍ନିକଟରେ ଅବସ୍ଥିତ।