ରସ ମଲେଇ

ଉଇକିପିଡ଼ିଆ ରୁ
Jump to navigation Jump to search
ରସ ମଲେଇ
Ras Malai 2.JPG
ପରଷାମିଠା
ଅଞ୍ଚଳ ବା ରାଜ୍ୟଓଡ଼ିଶା, ପଶ୍ଚିମବଙ୍ଗ, ପାକିସ୍ତାନ
ସମ୍ବନ୍ଧିତ ଜାତୀୟ ଖାଦ୍ୟଭାରତୀୟ ବ୍ୟଞ୍ଜନ
ମୁଖ୍ୟ ଉପାଦାନଛେନା, ମଲେଇ, ଚିନି

ରସମଲେଇ ବା ରସମଲାଈ ଭାରତୀୟ ଉପମହାଦେଶର ଏକ ମିଠାଇ । ଏହାର ନାମ ଦୁଇଟି ଶବ୍ଦ, ଯଥା: ରସ ଏବଂ ମଲାଇ ଯୋଗରୁ ସୃଷ୍ଟ ।

ଉପାଦାନ[ସମ୍ପାଦନା]

ରସମଲାଇରେ କ୍ରିମରେ ବୁଡ଼ାହୋଇଥିବା ଛେନାର ଗୋଲା ପଡିଥାଏ । ଛେନାଗୋଲାମାନଙ୍କୁ ଚିନିସିରାରେ ଛଣାହୋଇଥାଏ । ସ୍ୱାଦ ପାଇଁ ଏଥିରେ ଗୁଜୁରାତି, କେଶର ଆଦି ପକାଯାଇଥାଏ । ଘରୋଇ ରସମଲାଇ କିନ୍ତୁ କ୍ଷୀର, ଅଟା କିମ୍ବା ମଇଦା, ବେକିଙ୍ଗ ପାଉଡର ଏବଂ ତେଲରେ ତିଆରି ହୋଇଥାଏ ।

ସୃଷ୍ଟି[ସମ୍ପାଦନା]

ଯଦିଓ ପଶ୍ଚିମବଙ୍ଗ ରସମଲାଇର ପ୍ରଥମ ପ୍ରସ୍ତୁତି ସେଠାରେ ହୋଇଥିଲା ବୋଲି ଦାବି କରୁଛି[୧], ନିଷ୍ପତି ଏବେ ମଧ୍ୟ ପ୍ରମାଣିକ ଅସମ୍ଭବତା ମଧ୍ୟରେ ରହିଛି ।[୨]

ଆଧାର[ସମ୍ପାଦନା]

  1. Catherine Soanes, Angus Stevenson (2003). Oxford Dictionary of English (2nd ed.). Oxford University Press. p. 1459. ISBN 0198613474.
  2. Michael Krondl (2011). Sweet Invention: A History of Dessert. Chicago Review Press. pp. 71–72. ISBN 978-1-55652-954-2.

ଆହୁରି ଦେଖିବେ[ସମ୍ପାଦନା]