ରମେଶ ରାଉତ

ଉଇକିପିଡ଼ିଆ‌ରୁ
(Ramesh Routରୁ ଲେଉଟି ଆସିଛି)
ରମେଶ ରାଉତ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୯ ଡିସେମ୍ବର ୨୦୧୧
ପୂର୍ବ ଅଧିକାରୀରଣେନ୍ଦ୍ର ପ୍ରତାପ ସ୍ୱାଇଁ
ପର ଅଧିକାରୀରଣେନ୍ଦ୍ର ପ୍ରତାପ ସ୍ୱାଇଁ
ନିର୍ବାଚନ ମଣ୍ଡଳୀଆଠଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1970-08-01) ୧ ଅଗଷ୍ଟ ୧୯୭୦ (ବୟସ ୫୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀରାଜଶ୍ରୀ ରାଉତ
ବାପା/ବୋଉଭାସ୍କର ଚନ୍ଦ୍ର ରାଉତ (ବାପା)
ବୃତ୍ତିରାଜନୀତିଜ୍ଞ

ରମେଶ ରାଉତ (ଜନ୍ମ: ୧ ଅଗଷ୍ଟ ୧୯୭୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ରମେଶ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୯ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆଠଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରମେଶ ରାଉତ ୧୯୭୦ ମସିହାର ଅଗଷ୍ଟ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭାସ୍କର ଚନ୍ଦ୍ର ରାଉତ ଏବଂ ପତ୍ନୀଙ୍କ ନାମ ରାଜଶ୍ରୀ ରାଉତ ।[୧] ରମେଶଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ରୁ କମ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରମେଶ ରାଉତ ଓଡ଼ିଶା ରାଜନୀତିରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଥରେ ନିର୍ବାଚନ ଲଢ଼ିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Ramesh Rout". odishaassembly.nic.in. Odisha Assembly. Retrieved 23 February 2020.