ରବୀନ୍ଦ୍ର ମୋହନ ଦାସ

ଉଇକିପିଡ଼ିଆ‌ରୁ
ରବୀନ୍ଦ୍ର ମୋହନ ଦାସ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀସୁରେନ୍ଦ୍ରନାଥ ଦାସ
ପର ଅଧିକାରୀବିଜୟ କୃଷ୍ଣ ଦେ
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀସୁରେନ୍ଦ୍ରନାଥ ଦାସ
ପର ଅଧିକାରୀପ୍ରିୟନାଥ ନନ୍ଦି
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1912-02-12)୧୨ ଫେବୃଆରୀ ୧୯୧୨
ମୃତ୍ୟୁ୧୦ ଜାନୁଆରୀ ୨୦୧୧(2011-01-10) (ବୟସ ୯୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳପ୍ରଜା ସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀଗୋଦାବରୀ ଦେବୀ
ସନ୍ତାନ୨ ଝିଅ
ବାପା/ବୋଉଲକ୍ଷ୍ମୀନାରାୟଣ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ରବୀନ୍ଦ୍ର ମୋହନ ଦାସ (୧୨ ଫେବୃଆରୀ ୧୯୧୨ - ୧୦ ଜାନୁଆରୀ ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୫୭ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯାଥକ୍ରମେ ୨ୟ ଓଡ଼ିଶା ବିଧାନ ସଭା୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ରବୀନ୍ଦ୍ର ୧୯୧୨ ମସିହାର ଫେବୃଆରୀ ମାସ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲକ୍ଷ୍ମୀନାରାୟଣ ଦାସ । ସେ ତାଙ୍କ ପତ୍ନୀଙ୍କ ନାମ ଥିଲା ଗୋଦାବରୀ ଦେବୀ । ତାଙ୍କର ଦୁଇଜଣ ଝିଅ ଥିଲେ ।

ରାଜନୈତି ଜୀବନ[ସମ୍ପାଦନା]

ରବୀନ୍ଦ୍ର ମୋହନ ଜେନା ସ୍ୱାଧୀନତା ପୂର୍ବରୁ ଏବଂ ପରେ ବିଭିନ୍ନ ସାମାଜିକ ଏବଂ ରାଜନୈତିକ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିଲେ । ୧୯୫୭ ଓ ୧୯୬୭ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ମୃତ୍ୟୁ[ସମ୍ପାଦନା]

ରବୀନ୍ଦ୍ର ମୋହନ ଦାସ ୨୦୧୧ ମସିହାର ଜାନୁଆରୀ ମାସ ୧୦ ତାରିଖ ଦିନ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "Late Rabindra Mohan Das". odishaassembly.nic.in. Odisha Assembly. Retrieved 20 May 2019.