ରବିଚନ୍ଦ୍ରନ ଅଶ୍ଵିନୀ

ଉଇକିପିଡ଼ିଆ ରୁ
(ରବିଚନ୍ଦ୍ରନ୍ ଅଶ୍ଵିନି ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ରବିଚନ୍ଦ୍ରନ ଅଶ୍ଵିନୀ
Ravi Ashwin.jpg
in February 2013
ଖେଳାଳିଙ୍କ ତଥ୍ୟ
ଜଣାଶୁଣା ନାଆଁ ଆସ୍
ଉଚ୍ଚତା 6 ft 2 in (1.88 m)
ବ୍ୟାଟିଙ୍ଗ ପ୍ରକାର ଡାହାଣ ହାତୀ ବ୍ୟାଟ୍ସ ମ୍ୟାନ
ବୋଲିଂ ପ୍ରକାର Right-arm off break
ଭୁମିକା ବୋଲିଙ୍ଗ ଅଲ୍ରାଉଣ୍ଡର
ବିଶ୍ଵ ତଥ୍ୟ
ନିଜ ଦେଶ ପଟ India
ପ୍ରଥମ ଟେଷ୍ଟ (cap 271) ୬ ନଭେମ୍ବର ୨୦୧୧ v West Indies
ଶେଷ ଟେଷ୍ଟ 7 December 2015 v South Africa
ଓଡିଆଇ ପ୍ରଥମ(cap 185) 5 June 2010 v Sri Lanka
ଶେଷ ଦିନିକିଆ କ୍ରିକେଟ 11 October 2015 v South Africa
ଦିନିକିଆ ଜାମା ନମ୍ବର 99
ଟି୨୦ଆଇ ପ୍ରଥମ (କ୍ୟାପ 30) 12 June 2010 v Zimbabwe
ଶେଷ ଟି୨୦ଆଇ 5 October 2015 v South Africa
Domestic team information
Years ଦଳ
2006/07–present Tamil Nadu
2009–2015 Chennai Super Kings
କ୍ୟାରିଅର ତଥ୍ୟ
Competition Test ODI T20I FC
Matches 32 100 26 63
Runs scored 1204 657 55 2,273
Batting average 31.68 16.84 27.50 33.92
100s/50s 2/6 0/1 0/0 4/12
Top score 124 65 17* 124
Balls bowled 9224 5429 600 16,730
Wickets 176 140 25 279
Bowling average 25.39 31.27 29.28 28.29
5 wickets in innings 16 0 0 23
10 wickets in match 4 n/a n/a 6
Best bowling 7/66 4/25 4/11 7/103
Catches/stumpings 13/0 30/0 5/– 27/–
Source: ESPNcricinfo, 24 August 2015

ରବିଚନ୍ଦ୍ରନ୍ ଅଶ୍ଵିନୀ(ଜନ୍ମ:୧୭ ସେପ୍ଟେମ୍ବର ୧୯୮୭) ଭାରତୀୟ ଆନ୍ତର୍ଜାତୀୟ କ୍ରିକେଟ ଦଳର ଜଣେ ସଦସ୍ୟ । ସେ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ ଓ ଡାହାଣହାତୀ ଅଫ ବ୍ରେକ ବୋଲର । ସେ ଇଣ୍ଡିଆନ ପ୍ରିମିଅର ଲିଗ ଓ ତାମିଲନାଡୁ ପକ୍ଷରୁ ଘରୋଇ କ୍ରିକେଟ ଦଳ ଚେନ୍ନାଇ ସୁପର କିଙ୍ଗ୍ସରେ ଖେଳନ୍ତି ।

ବାଲ୍ୟଜୀବନୀ[ସମ୍ପାଦନା]

ଅଶ୍ଵିନୀ ଗୋଟିଏ ତାମିଲ୍ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଓ ସେ ଚେନ୍ନାଇର ଦକ୍ଷିଣ ମାମ୍ବାଳମରେ ରାହୁଥିଲେ । ସେ ତାଙ୍କ ପ୍ରଥମ ଶିକ୍ଷା ପଦ୍ମ ଶେସାଦ୍ରୀ ବାଳ ଭବନ ସ୍କୁଲରେ ଆରମ୍ଭ କରିଥିଲେ ଓ ଏସ୍ଏସ୍ଏନ୍ କଲେଜ ଅଫ ଇଞ୍ଜିନିଅରିଂରେରେ ପ୍ରଯୁକ୍ତିବିଦ୍ୟାରେ ବିଟେକ ସ୍ନାତକ ଶିକ୍ଷା ଗ୍ରହଣ କରିଥିଲେ ।

କ୍ୟାରିଅର[ସମ୍ପାଦନା]

ଅଶ୍ଵିନୀ all-rounder ହିସାବରେ ତାମିଲ କ୍ରିକେଟ ଟିମରେ ଖେଳୁଥିଲେ ଓ ସେ Chennai Super Kings ରେ Indian Premier Leagueରେ ଖେଳିଲେ । ସେ ସବୁଠୁ ଅଧିକ wicket ନେଇଥିଲେ Champions League Twenty20ରେ ଓ Chennai Super Kingsର tournament ରେ ସେ ୧୩ wicket ନେଇଥିଲେ ।

ଶତକ[ସମ୍ପାଦନା]

ଟେଷ୍ଟ[ସମ୍ପାଦନା]

No. Score Match Opponent Venue City Year Result
1 103 3  West Indies Wankhede Stadium Mumbai 2011 Drawn
2 124 17  West Indies Eden Gardens Kolkata 2013 Won

ବୋଲିଙ୍ଗ୍[ସମ୍ପାଦନା]

ଟେଷ୍ଟ[ସମ୍ପାଦନା]

No. Figures Match Opponent Venue City Year Result
1 12/85 7  New Zealand Rajiv Gandhi International Stadium Hyderabad 2012 Won
3 12/198 13  ଅଷ୍ଟ୍ରେଲିଆ M. A. Chidambaram Stadium Chennai 2013 Won
4 10/160 26 ଛାଞ୍ଚ:Country data SL Galle International Stadium Galle 2015 Lost
2 12/98 31 ଛାଞ୍ଚ:Country data SA Vidarbha Cricket Association Stadium Nagpur 2015 Won

ରେକର୍ଡ[ସମ୍ପାଦନା]

କୃତୀତ୍ଵ[ସମ୍ପାଦନା]

ପୁରସ୍କାର[ସମ୍ପାଦନା]

ଟେଷ୍ଟ କ୍ରିକେଟ୍[ସମ୍ପାଦନା]

ମ୍ୟାନ ଅଫ୍ ଦି ମ୍ୟାଚ୍[ସମ୍ପାଦନା]

S No Series Season Match Performance Result
1 1st Test – West Indies in India Test series 2011/12 1st innings: 27–4–81–3
2nd innings: 21.3–5–47–6
 ଭାରତ won by 5 wickets.[୧]
2 3rd Test – West Indies in India Test series 2011/12 1st innings: 52.1–6–156–5; 103 (118 balls, 15x4, 2x6)
2nd innings: 15.2–0–34–4
Match drawn.[୨]
3 1st Test – New Zealand in India Test series 2012 1st innings: 16.3–5–31–6
2nd innings: 26.5–9–54–6
 ଭାରତ won by an innings and 115 runs.[୩]
4 3rd Test – South Africa in India Test series 2015/16 1st innings: 16.1–6–32–5
2nd innings: 29.5–7–66–7
 ଭାରତ won by 124 runs.[୪]

ମ୍ୟାନ ଅଫ୍ ଦି ସିରିଜ[ସମ୍ପାଦନା]

S No Series Season Match Performance Result
1 West Indies in India Test series 2011/12 170–22–504–22 with 2 five-wicket hauls.
121 runs with 1 century (3 matches)
 ଭାରତ won the series 2–0.[୫]
2 New Zealand in India Test series 2012 89.2–20–236–18 with 3 five-wicket hauls.
69 runs (2 matches)
 ଭାରତ won the series 2–0.[୬]
3 Border-Gavaskar Trophy Test series 2012/13 241.2–74–583–29 with 4 five-wicket hauls.
20 runs (4 matches)
 ଭାରତ won the series 4–0.[୭]
4 India in Sri Lanka Test series 2015/16 115–20–380–21 with 2 five-wicket hauls.
94 runs with 1 fifty (3 matches)
 ଭାରତ won the series 2–1.[୮]
5 The Freedom Trophy Test series 2015/16 164.4–56–345–31 with 4 five-wicket hauls.
101 runs with 1 fifty (4 matches)
 ଭାରତ won the series 3–0.[୯]

ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟ[ସମ୍ପାଦନା]

ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କର[ସମ୍ପାଦନା]

S No Opponent Venue Date Match Performance Result
1 Sri Lanka WACA Ground, Perth 8 February 2012 10–1–32–3 ; 30* (38 balls, 3x4)  ଭାରତ won by 4 wickets.[୧୦]
2 England Trent Bridge, Nottingham 30 August 2014 10–0–39–3  ଭାରତ won by 6 wickets.[୧୧]
3 UAE WACA Ground, Perth 28 February 2015 10–1–25–4  ଭାରତ won by 9 wickets.[୧୨]

ଟ୍ୱଣ୍ଟି୨୦ ଆନ୍ତର୍ଜାତୀୟ କ୍ରିକେଟ[ସମ୍ପାଦନା]

ସେ ସର୍ବାଧିକ ୱିକେଟ ନେଇଥିବା କ଼୍ରିକେଟ ଟ୍ୱଣ୍ଟି୨୦ ଖେଳାଳି ଅଟନ୍ତି ।

ମ୍ୟାନ ଅଫ୍ ଦି ମ୍ୟାଚ୍[ସମ୍ପାଦନା]

# Series Season Match Performance Result
1 2014 ICC World Twenty20 24th match (IND vs BAN) in Bangladesh 2014 4–0–15–2  ଭାରତ won by 8 wickets.[୧୩]
2 2014 ICC World Twenty20 28th match (IND vs AUS) in Bangladesh 2014 3.2–0–11–4  ଭାରତ won by 73 runs.[୧୪]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]