Jump to content

ରଘୁରାମ ପଦାଳ

ଉଇକିପିଡ଼ିଆ‌ରୁ
ରଘୁରାମ ପଦାଳ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀକୃଷ୍ଣଚନ୍ଦ୍ର ସଗରିଆ
ପର ଅଧିକାରୀରଘୁରାମ ମାଛ
ନିର୍ବାଚନ ମଣ୍ଡଳୀକୋରାପୁଟ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀତାରା ପ୍ରସାଦ ବାହିନିପତି
ପର ଅଧିକାରୀକୃଷ୍ଣଚନ୍ଦ୍ର ସଗରିଆ
ନିର୍ବାଚନ ମଣ୍ଡଳୀକୋରାପୁଟ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1968-05-27) ୨୭ ମଇ ୧୯୬୮ (ବୟସ ୫୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀରମା ପଦାଳ
ସନ୍ତାନ
ବାପା/ବୋଉଶ୍ରୀରାମ ପଦାଳ (ବାପା)
ବୃତ୍ତିରାଜନୀତିଜ୍ଞ

ରଘୁରାମ ପଦାଳ (ଜନ୍ମ: ୨୭ ମଇ ୧୯୬୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୯ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋରାପୁଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ରଘୁରାମ ପଦାଳ ୧୯୬୮ ମସିହାର ମଇ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ରୀରାମ ପଦାଳ ଓ ପତ୍ନୀଙ୍କ ନାମ ରମା ପଦାଳ ।[୧]

ରାଜନୈତିକ ଜୀବନ

[ସମ୍ପାଦନା]

ରଘୁରାମ ପଦାଳ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି ।[୧]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ କୋରାପୁଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୪୨,୨୮୧ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ରଘୁରାମ ମାଛଙ୍କ ଠାରୁ ୨,୫୨୪ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[୨]

  1. ୧.୦ ୧.୧ "Shri Raghuram Padal". odishaassembly.nic.in. Odisha Assembly. Retrieved 13 March 2022.
  2. "General Election to Assembly Constituencies 2024: Koraput (Odisha)". Election Commission of India. Retrieved 26 June 2024.

ବାହାର ଆଧାର

[ସମ୍ପାଦନା]
  • ଉଇକିମିଡ଼ିଆ କମନ୍ସରେ Raghuram Padal-ସମ୍ପର୍କିତ ମିଡ଼ିଆ