ଯୌଗିକ ସଂଖ୍ୟା

ଉଇକିପିଡ଼ିଆ‌ରୁ

ଏକ ପ୍ରାକୃତିକ ସଂଖ୍ୟା ଯାହାର ଦୁଇରୁ ଅଧିକ ଗୁଣନୀୟକ ରହିଛି ବା ଏବଂ ସେହି ସଂଖ୍ୟା ଛଡା ଯାହାର ଅନ୍ୟ ଗୁଣନୀୟକ ମଧ୍ୟ ରହିଛି, ସେହି ସବୁ ସଂଖ୍ୟା ଯୌଗିକ ସଂଖ୍ୟା[୧] ଅତଏବ ପ୍ରାକୃତିକ ସଂଖ୍ୟାଶ୍ରେଣୀରେ ମୌଳିକ ସଂଖ୍ୟା ସବୁକୁ ବାଦ ଦେଲେ ଅନ୍ୟସବୁ (୧ ବ୍ୟତୀତ) ଯୌଗିକ ସଂଖ୍ୟା ।[୨]


ଉଦାହରଣ ସ୍ୱରୁପ ୧ଠାରୁ ୨୫ ମଧ୍ୟରେ ଥିବା ଯୌଗିକ ସଂଖ୍ୟାଗୁଡ଼ିକ ହେଉଛି

, , , , ୧୦, ୧୨, ୧୪, ୧୫, ୧୬, ୧୮, ୨୦, ୨୧, ୨୨, ୨୪ ଏବଂ ୨୫[୩]

ଯୌଗିକ ସଂଖ୍ୟା ସମ୍ପର୍କିତ କିଛି ତଥ୍ୟ[ସମ୍ପାଦନା]

ଯୌଗିକ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:[୪]

  • ହେଉଛି ସର୍ବନିମ୍ନ ଯୌଗିକ ସଂଖ୍ୟା ।
  • ପ୍ରତ୍ୟେକ ଯୌଗିକ ସଂଖ୍ୟାର ଏକ ବା ଏକାଧିକ ମୌଳିକ ଗୁଣନୀୟକ ରହିଥାନ୍ତି ।
  • ପ୍ରତ୍ୟେକ ଯୌଗିକ ସଂଖ୍ୟାକୁ ଅନ୍ତତଃ ଦୁଇ (ସର୍ବଦା ସଂଖ୍ୟାଦ୍ୱୟ ଅଲଗା ହୋଇ ନ ପାରେ) ବା ତତୋଧିକ ମୌଳିକ ସଂଖ୍ୟାର ଗୁଣଫଳ ରୂପେ ପ୍ରକାଶ କରାଯାଇପାରିବ ।

ଆଧାର[ସମ୍ପାଦନା]

  1. "Composite Numbers". Retrieved 11 June 2018.
  2. "Number Gossip Properties". Retrieved 11 June 2018.
  3. "Composite Number". Retrieved 11 June 2018.
  4. "Unit-5 ସଂଖ୍ୟା ଓ ସଂଖ୍ୟାରେ ସଂକ୍ରିୟା" (PDF). Retrieved 10 June 2018.

ବାହାର ଲିଙ୍କ[ସମ୍ପାଦନା]