Jump to content

ଯୋଗିତା ବିହାନୀ

ଉଇକିପିଡ଼ିଆ‌ରୁ
ଯୋଗିତା ବିହାନୀ
୨୦୧୯ ମସିହାରେ ବିହାନୀ
ଜନ୍ମ
ଶିକ୍ଷାନୁଷ୍ଠାନଦିଲ୍ଲୀ ବିଶ୍ୱବିଦ୍ୟାଳୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୭–ଏବେଯାଏଁ
ପୁରସ୍କାରମିସ୍ ଇଣ୍ଡିଆ ରାଜସ୍ଥାନ (ଶ୍ରେଷ୍ଠ ୩)

ଯୋଗିତା ବିହାନୀ ଜଣେ ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ । ସେ ୨୦୧୮ ମସିହାରେ, ଏକତା କପୁରଙ୍କ ଦ୍ୱାରା ନିର୍ମିତ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଦିଲ୍ ହି ତୋ ହୈ ଜରିଆରେ ଅଭିନୟ ଆରମ୍ଭ କରିଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଯୋଗିତା ରାଜସ୍ଥାନର ବିକାନେର ଠାରେ ଏକ ମାରୱାଡ଼ି ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିଲାଦିନ ଦିଲ୍ଲୀରେ କଟିଥିଲା ।[][][][] ୨୦୧୨ରେ ସେ ତାଙ୍କର ହାଇସ୍କୁଲ ଶିକ୍ଷା ଶେଷ କରିଥିଲେ ଏବଂ ୨୦୧୨ରୁ ୨୦୧୫ ଯାଏଁ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ସ୍ନାତକ ଅଧ୍ୟୟନ କରିଥିଲେ । ସ୍ନାତକ ପରେ, ସେ ଫରିଦାବାଦରେ ଏକ ଷ୍ଟାର୍ଟଅପ୍‌ରେ ଯୋଗ ଦେଇଥିଲେ ଏବଂ ୨୦୧୬ ଯାଏଁ କର୍ପୋରେଟ୍‌ରେ କାମ କରିଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

୨୦୧୮ ମସିହାରେ, ସେ ଫେମିନା ମିସ୍ ଇଣ୍ଡିଆ ରାଜସ୍ଥାନରେ ଭାଗ ନେଇଥିଲେ ଏବଂ ୩ୟ ସ୍ଥାନରେ ରହିଥିଲେ । ଅପ୍ରେଲ ୨୦୧୮ରେ, ସଲମାନ ଖାଁଙ୍କ ସହିତ ସୋନି ଟିଭିରେ ପ୍ରସାରିତ ଏକ ଗେମ୍ ଶୋ ଦଶ୍ କା ଦମ୍ ପାଇଁ ପ୍ରୋମୋରେ ସେ କାମ କରିଥିଲେ ।[] ସେ ଏକତା କପୁରଙ୍କ ପ୍ରଯୋଜନାରେ ନିର୍ମିତ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଦିଲ୍ ହି ତୋ ହୈରେ ମୁଖ୍ୟ ନାୟିକା ଭାବରେ କାମ କରିଥିଲେ ।[]

ନଭେମ୍ବର ୨୦୨୦ରେ, ସେ ଟେଡ୍ ଟକ୍‌ରେ ଯୋଗ ଦେଇଥିଲେ ।[] ସେ ଦି କେରଲା ଷ୍ଟୋରୀରେ ଅଭିନୟ କରିଥିଲେ ।[୧୦]

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ/କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୧୭ ଫେମ୍ମେ ଫୁଡିଜ୍ ପ୍ରତିଯୋଗୀ
୨୦୧୮ ଦଶ୍ କା ଦମ୍
୨୦୧୮–୨୦୨୦ ଦିଲ୍ ହି ତୋ ହୈ ଡ. ପଲକ ଶର୍ମା [୧୧][୧୨]
୨୦୧୯ କବଚ... ମହା ଶିବରାତ୍ରୀ ମଞ୍ଜୁ ପଟବର୍ଦ୍ଧନ

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକ ମନ୍ତବ୍ୟ ଆଧାର
୨୦୨୦ ଏକେ ଭର୍ସେସ୍ ଏକେ ଯୋଗିତା ପ୍ରଥମ କଥାଚିତ୍ର [୧୩]
୨୦୨୧ ଡେଟ୍ ଆଜ୍ କଲ୍ ତାରା କ୍ଷୁଦ୍ର ଚଳଚ୍ଚିତ୍ର
୨୦୨୨ ବିକ୍ରମ ବେଧା ଚନ୍ଦା [୧୪]
୨୦୨୩ ଦି କେରଲା ଷ୍ଟୋରୀ ନିମାଃ ମେଥ୍ୟୁସ୍ [୧୫]

ମ୍ୟୁଜିକ୍ ଭିଡିଓ

[ସମ୍ପାଦନା]
ବର୍ଷ ଗୀତ ଶୀର୍ଷକ କଣ୍ଠଶିଳ୍ପୀ ଆଧାର
୨୦୨୩ ଏଲୋନ୍ କପିଲ ଶର୍ମା, ଗୁରୁ ରଣଧାୱା [୧୬]
  1. "Yogita Bihani selected to play the lead role in Ekta Kapoor's Dil Hi Toh Hai". Times of India. 15 May 2018. Retrieved 30 June 2018.
  2. "The Kerala Story review: A juvenile cringefest suited best for 'Karela' audience". thefederal.com. 5 May 2023.
  3. "Why Bikaner girl Yogita Bihani is on a high". The Times of India. 11 June 2018.
  4. "Returning to any of the cities in Rajasthan feels like coming back home: Yogita Bihani". The Times of India. 10 August 2023.
  5. "Vikram Vedha's Yogita Bihani: Glam-Chic". Rediff. 21 September 2022.
  6. "Yogita Bihani on her early life and education". Free Press Journal. Retrieved 30 June 2018.
  7. "Yogita Bihani on shooting with Salman Khan". Times of India. 30 May 2018. Retrieved 30 June 2018.
  8. "Yogita Bihani will play the lead in 'Dil Hi To Hain' - Times of India ►". The Times of India (in ଇଂରାଜୀ). 15 May 2018. Retrieved 2019-09-05.
  9. "The Crossroad of Choices". TEDxTCET (in ଇଂରାଜୀ). November 2020.
  10. "The Kerala Story Exclusive! Yogita Bihani Overwhelmed With Response To The Film: I Wanted To Do My Part..." Zoom TV (in ଇଂରାଜୀ). Retrieved 2023-05-09.
  11. "Dil Hi Toh Hai actor Yogita Bihani: From watching Karan Kundra's show to now playing his heroine, I am living my dreams". The Indian Express (in Indian English). 2018-06-12. Retrieved 2019-09-05.
  12. "Yogita Bihani talks about challenges of playing young mother". mid-day (in ଇଂରାଜୀ). 2019-02-20. Retrieved 2019-09-05.
  13. Chopra, Anupama (2020-12-23). "AK vs AK on Netflix Is A Worthy Experiment". Film Companion (in ଆମେରିକୀୟ ଇଂରାଜୀ). Retrieved 2020-12-24.
  14. "Vikram Vedha fame Yogita Bihani gushes, 'I love Vijay Sethupathi, he is such a brilliant actor'". Free Press Journal (in ଇଂରାଜୀ). Retrieved 2022-11-03.
  15. "Yogita Bihani reacts to The Kerala Story being called a propaganda film, cancellations of shows in UK |Exclusive". India Today (in ଇଂରାଜୀ). Retrieved 2023-10-25.
  16. "Alone: Kapil Sharma suffers a heartbreak in first single with Guru Randhawa. Watch". Hindustan Times (in ଇଂରାଜୀ). 2023-02-09.

ବାହାର ଲିଙ୍କ୍

[ସମ୍ପାଦନା]