ଯମେଶ୍ୱର ମିଶ୍ର
ଦେଖଣା
(ଯମେଶ୍ଵର ମିଶ୍ରରୁ ଲେଉଟି ଆସିଛି)
ଯମେଶ୍ୱର ମିଶ୍ର | |
---|---|
ଜନ୍ମ | |
ମୃତ୍ୟୁ | ୭ ଜାନୁଆରୀ ୨୦୧୦ | (ବୟସ ୮୩)
ବୃତ୍ତି | ଔପନ୍ୟାସିକ |
ଉଲ୍ଲେଖନୀୟ କୃତି | "ଖମାରି" |
ଯମେଶ୍ୱର ମିଶ୍ର (୨୪ ଅପ୍ରେଲ ୧୯୨୬ - ୭ ଜାନୁଆରୀ ୨୦୧୦) ଜଣେ ଓଡ଼ିଆ ଔପନ୍ୟାସିକ ଥିଲେ ।
ଜୀବନ
[ସମ୍ପାଦନା]ଯମେଶ୍ୱର ମିଶ୍ର ପିତା ସୁଦର୍ଶନ ମିଶ୍ରଙ୍କ ଔରସରୁ ଓ ମାତା ମୃୟାବତୀ ଦେବୀଙ୍କ ଗର୍ଭରୁ ୨୪ ଏପ୍ରିଲ ୧୯୨୬ରେ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକରେ ଜନ୍ମିତ ଜନ୍ମ ନେଇଥିଲେ ।
ରଚନାବଳୀ
[ସମ୍ପାଦନା]ଉପନ୍ୟାସ
[ସମ୍ପାଦନା]- ଖମାରି[୧]
- ଗଡ଼ତିଆ
ରହସ୍ୟ ଉପନ୍ୟାସ
[ସମ୍ପାଦନା]- ଛାୟାର ମାୟା
- ଛାୟା ଓ ବନ୍ଦିନୀ
- ଭୌତିକ ରଙ୍ଗମଞ୍ଚ
- ମୃତ୍ୟୁଦୂତର ଆହ୍ୱାନ
- ଗୁପ୍ତ ଶିକାରୀ
- ବ୍ୟାଙ୍କ ମ୍ୟାନେଜର
ତାଙ୍କ ଉପରେ ମନ୍ତବ୍ୟ
[ସମ୍ପାଦନା]ଯଦି ଜଣେ ଉପନ୍ୟାସଟିଏ ପଢ଼ିବାକୁ ଚାହୁଁଥାଏ ତେବେ ପ୍ରଥମେ ଯମେଶ୍ୱର ମିଶ୍ରଙ୍କ "ଖମାରି" ପଢୁ ।
— ସୁରେନ୍ଦ୍ର ମହାନ୍ତି, ଓଡ଼ିଆ ଔପନ୍ୟାସିକ
ପୁରସ୍କାର
[ସମ୍ପାଦନା]- ଓଡ଼ିଶା ଲଳିତ କଳା ଏକାଡେମି ପୁରସ୍କାର (୧୯୮୨)
- ଅନୁଗୁଳ ସାହିତ୍ୟ ସଂସଦ (୧୯୯୪)
- ଲେଖକ ସାମୁକ୍ଷ, ଓଡ଼ିଶା (୧୯୯୫)
- ପ୍ରଜାତନ୍ତ୍ର ସ୍ୱର୍ଣ୍ଣ ଜୟନ୍ତୀ (୧୯୯୬-୯୭)
- ପଞ୍ଚାଧର ସାହିତ୍ୟ ସନ୍ମାନ, ପଞ୍ଚାଧର ସାହିତ୍ୟ ସଂସଦ, ଆଠମଲ୍ଲିକ (୧୯୯୬)
- କୁଳମଣି ସିଂହ ପୁରସ୍କାର, ସାରେଗା ସାଂସ୍କୃତିକ ସଙ୍ଗଠନ, ଆଠମଲ୍ଲିକ (୧୯୯୯)
- ସାରସ୍ୱତ ସମ୍ମାନ, ଛେଣ୍ଡିପଦା ସାହିତ୍ୟ ସଂସଦ, ଅନୁଗୁଳ (୨୦୦୮)
ଆଧାର
[ସମ୍ପାଦନା]- ↑ Mishra, Ganeswar. "Literature:Novel/Prose". Govt. of Odisha. Retrieved 10 January 2019.