ଯଜ୍ଞେଶ୍ୱର ବାବୁ
Appearance
ଯଜ୍ଞେଶ୍ୱର ବାବୁ | |
---|---|
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ରାଧାକାନ୍ତ ପଣ୍ଡା |
ପର ଅଧିକାରୀ | ସୁରେନ୍ଦ୍ର ସିଂହ ଭୋଇ |
ନିର୍ବାଚନ ମଣ୍ଡଳୀ | ସଇଁତଳା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୯ ଡିସେମ୍ବର ୧୯୫୬ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଜୀବନ ସାଥୀ | ନୀଳିମା ବାବୁ |
ବାପା/ବୋଉ | ପରମାନନ୍ଦ ବାବୁ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଯଜ୍ଞେଶ୍ୱର ବାବୁ (ଜନ୍ମ: ୯ ଡିସେମ୍ବର ୧୯୫୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସଇଁତଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବା ଓ ଶିକ୍ଷା
[ସମ୍ପାଦନା]ଯଜ୍ଞେଶ୍ୱର ବାବୁ ୧୯୫୬ ମସିହାର ଡିସେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପରମାନନ୍ଦ ବାବୁ ଏବଂ ପତ୍ନୀଙ୍କ ନାମ ନୀଳିମା ବାବୁ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଯଜ୍ଞେଶ୍ୱର ବାବୁ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Jangyeswar Baboo". odishaassembly.nic.in. Odisha Assembly. Retrieved 17 October 2021.