ମ୍ୟାଟ୍‌ଲାବ୍‌

ଉଇକିପିଡ଼ିଆ‌ରୁ
MATLAB
L-shaped membrane logo[୧]
MATLAB R2013a running on Windows 8
ଡେଭେଲପରMathWorks
ପ୍ରଥମ ରିଲିଜ୍1984; ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । (1984)
ଷ୍ଟେବଲ୍ ରିଲିଜ୍R2014a / ମାର୍ଚ୍ଚ 6, 2014; 9 years ago (2014-୦୩-06)
ବିକାଶ ଅବସ୍ଥାActive
ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍C, C++, Java, MATLAB
Operating systemCross-platform: Microsoft Windows, Linux, and Mac OS X[୨]
ପ୍ଲାଟଫର୍ମIA-32, x86-64
ପ୍ରକାରTechnical computing
ଲାଇସେନ୍ସProprietary commercial software
ୱେବସାଇଟMATLAB product page
MATLAB
ପାରାଡ଼ିଜିମ୍‌multi-paradigm: imperative, procedural, object-oriented, array
ପ୍ରଥମେ ଦେଖାଯାଇଥିଲାlate 1970s
ଡିଜାଇନ କରିଥିଲେCleve Moler
ବିକାଶକMathWorks
ସ୍ଥାୟୀ ରିଲିଜ8.3 (2014)
ଟାଇପିଂ ପଦ୍ଧତିdynamic, weak
ଅପେରେଟିଂ ସିଷ୍ଟମCross-platform
ଫାଇଲ ଏକ୍ସଟେନ୍‌ସନ୍.m

ମ୍ୟାଟ୍‌ଲାବ୍‌ (MATLAB matrix laboratory) କମ୍ୟୁଟରଦ୍ୱାରା ଗାଣିତିକ ସମାଧାନ କରୁଥିବା ଏକ ମଲ୍ଟି-ପାରାଡିଜିମ୍ ଏନ୍‌ଭାଇରନ୍‌ମେଣ୍ଟ ଓ ଏହା ଚତୁର୍ଥ ପିଢୀର ପ୍ରୋଗ୍ରାମିଂ ଭାଷା ଅଟେ । ଏହାକୁ ମ୍ୟାଥ୍‌ୱାର୍କ୍ସ ଅନ୍ତରାଷ୍ଟ୍ରୀୟ ସଂସ୍ଥା ପ୍ରସ୍ତୁତ କରିଛନ୍ତି ।

ଇତିହାସ[ସମ୍ପାଦନା]

ସିଣ୍ଟାକ୍ସ[ସମ୍ପାଦନା]

ମ୍ୟାଟ୍‌ଲାବ୍‌ ଆପ୍ଲିକେସନଟି ମ୍ୟାଟ୍‌ଲାବ୍‌ ପ୍ରୋଗ୍ରାମିଂ ଭାଷା ପାଇଁ ତିଆରି ହୋଇଛି, ଏବଂ କମାଣ୍ଡ ଉଇଣ୍ଡୋରେ ମ୍ୟାଟ୍‌ଲାବ୍‌ କୋଡ ଲେଖିବା କିମ୍ବା ଟେକ୍‌ଷ୍ଟ ଫାଇଲ୍‌ରେ ମ୍ୟାଟ୍‌ଲାବ୍‌ କୋଡ ଲେଖି execute କରିବା ଏହାର ମୁଖ୍ୟ ବ୍ୟବହାର ଅଟେ ।[୩]

ଭେରିଏବଲ୍ସ (Variables)[ସମ୍ପାଦନା]

ଆସାଇନମେଣ୍ଟ ଅପରେଟର (assignment operator) = ବ୍ୟବହାର କରି ଭେରିଏବଲ୍ସ ଗୁଡ଼ିକୁ ଚିହ୍ନାଯାଏ । MATLAB ଏକ weakly typed ପ୍ରୋଗ୍ରାମିଂ ଭାଷା ଅଟେ କାରଣ types ଗୁଡ଼ିକ ଅନ୍ତର୍ନିହିତ (implicitly) ଭାବେ convert ହେଇଥାନ୍ତି ।[୪] ଏହା ଏକ dynamically typed ଭାଷା ଅଟେ କାରଣ ଭେରିଏବୁଲ ଗୁଡ଼ିକ ସେଗୁଡିକର type ଡିକ୍ଲାର୍ (declare) ନକରି ବି assign କରାଯାଇପାରିବ; କିନ୍ତୁ ଯଦି ସେଗୁଡିକୁ symbolic object ଭାବେ treat କରାଯାଏ,[୫] ଏବଂ ସେଗୁଡ଼ିକର typeକୁ ବଦଳେଇ ଦିଆଯାଏ ତେବେ ଏଥିରେ ବ୍ୟତିକ୍ରମ ଦେଖାଦେବ । Value ଗୁଡ଼ିକ କୌଣସି constant (ସ୍ଥିରାଙ୍କ) ଗୁଡ଼ିକରୁ ଆସିଥାଇ ପାରନ୍ତି, କୌଣସି ଅନ୍ୟ ଏକ variable ଗୁଡ଼ିକର valueରୁ ଆସିଥାଇପାରନ୍ତି, ନତୁବା କୌଣସି ଏକ functionର outputରୁ ଆସିଥାଇପାରନ୍ତି । ଉଦାହରଣ:

>> x = 17
x =
 17

>> x = 'hat'
x =
hat

>> y = x + 0
y =
       104        97       116

>> x = [3*4, pi/2]
x =
   12.0000    1.5708

>> y = 3*sin(x)
y =
   -1.6097    3.0000

ଭେକ୍ଟର / ମେଟ୍ରିକ୍ସ[ସମ୍ପାଦନା]

ଗଠନ[ସମ୍ପାଦନା]

ଫଙ୍କସନ ହ୍ୟାଣ୍ଡଲ[ସମ୍ପାଦନା]

କ୍ଲାସ[ସମ୍ପାଦନା]

ଗ୍ରାଫିକ୍ସ ଏବଂ ଗ୍ରାଫିକାଲ ୟୁଜର ଇଣ୍ଟରଫେସ ପ୍ରୋଗ୍ରାମିଂ[ସମ୍ପାଦନା]

ଅବଜେକ୍ଟ-ଆଧାରିତ ପ୍ରୋଗ୍ରାମିଂ[ସମ୍ପାଦନା]

ଅନ୍ୟ ଭାଷା ସହିତ ଇଣ୍ଟରଫେସ[ସମ୍ପାଦନା]

ଲାଇସେନ୍ସ[ସମ୍ପାଦନା]

ବିକଳ୍ପ[ସମ୍ପାଦନା]

ପ୍ରକାଶ ଇତିହାସ[ସମ୍ପାଦନା]

ଫାଇଲ ଏକ୍ସଟେନ୍ସନ[ସମ୍ପାଦନା]

MATLAB[ସମ୍ପାଦନା]

.fig
MATLAB figure
.m
MATLAB code (function, script, or class)
.mat
MATLAB data (binary file for storing variables)
.mex... (.mexw32, .mexw64, .mexglx, ...)
MATLAB executable MEX-files[୬] (platform specific, e.g. ".mexmac" for the Mac, ".mexglx" for Linux, etc.[୭])
.p
MATLAB content-obscured .m file (P-code[୮])
.mlappinstall
MATLAB packaged App Installer[୯]

Simulink[ସମ୍ପାଦନା]

.mdl
Simulink Model
.mdlp
Simulink Protected Model
.slx
Simulink Model (SLX format)
.slxp
Simulink Protected Model (SLX format)

Simscape[୧୦][ସମ୍ପାଦନା]

.ssc
Simscape Model

MuPAD[ସମ୍ପାଦନା]

.mn
MuPAD Notebook
.mu
MuPAD Code
.xvc, .xvz
MuPAD Graphics

ତୃତୀୟ ପକ୍ଷ[ସମ୍ପାଦନା]

.jkt
GPU Cache file generated by Jacket for MATLAB (AccelerEyes)
.mum
MATLAB CAPE-OPEN Unit Operation Model File (AmsterCHEM)

ଇଷ୍ଟର ଏଗ୍[ସମ୍ପାଦନା]

ଟୀକା[ସମ୍ପାଦନା]

  1. "The L-Shaped Membrane". MathWorks. 2003. Retrieved 7 February 2014.
  2. "System Requirements and Platform Availability". MathWorks. Retrieved 2013-08-14.
  3. "MATLAB Documentation". MathWorks. Retrieved 2013-08-14.
  4. "Comparing MATLAB with Other OO Languages". MATLAB. MathWorks. Retrieved 14 August 2013.
  5. "Create Symbolic Variables and Expressions". Symbolic Math Toolbox. MathWorks. Retrieved 14 August 2013.
  6. "Introducing MEX-Files". MathWorks. Retrieved 14 August 2013.
  7. "Binary MEX-File Extensions". MathWorks. Archived from the original on 10 July 2013. Retrieved 14 August 2013.
  8. "Protect Your Source Code". MathWorks. Retrieved 14 August 2013.
  9. "MATLAB App Installer File". MathWorks. Retrieved 14 August 2013.
  10. "Simscape". MathWorks. Retrieved 14 August 2013.

ଆଧାର[ସମ୍ପାଦନା]

  • Gilat, Amos (2004). MATLAB: An Introduction with Applications 2nd Edition. John Wiley & Sons. ISBN 978-0-471-69420-5.
  • Quarteroni, Alfio; Fausto Saleri (2006). Scientific Computing with MATLAB and Octave. Springer. ISBN 978-3-540-32612-0.
  • Ferreira, A.J.M. (2009). MATLAB Codes for Finite Element Analysis. Springer. ISBN 978-1-4020-9199-5.
  • Lynch, Stephen (2004). Dynamical Systems with Applications using MATLAB. Birkhäuser. ISBN 978-0-8176-4321-8.

ବାହାର ଲିଙ୍କ[ସମ୍ପାଦନା]