ମୌନୀ ରାୟ

ଉଇକିପିଡ଼ିଆ‌ରୁ
ମୌନୀ ରୟ
୨୦୧୬ର ଏକ କାର୍ଯ୍ୟକ୍ରମରେ ମୌନୀ
Born (1985-09-28) ୨୮ ସେପ୍ଟେମ୍ବର ୧୯୮୫ (ବୟସ ୩୮)[୧]
Nationalityଭାରତୀୟ
Educationମିରଣ୍ଡା ହାଉସ୍, ଦିଲ୍ଲୀ ବିଶ୍ୱବିଦ୍ୟାଳୟ
Occupation(s)ମଡେଲ, ଅଭିନେତ୍ରୀ
Years active୨୦୦୭—ଏବେଯାଏଁ

‌ମୌନୀ ରୟ‌ (ଜନ୍ମ: ୨୮ ସେପ୍ଟେମ୍ବର ୧୯୮୫) ଜଣେ ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଏବଂ ମଡେଲ । ସେ ଦୂରଦର୍ଶନରେ ବିଭିନ୍ନ ଧାରାବାହିକ ‌କିଉଁକି ଶାଶ୍ ଭି କଭି ବୋହୂ ଥି‌, ‌ଦେବୋଁ କେ ଦେବ... ମହାଦେବ‌ ଏବଂ କଲର୍ସରେ ପ୍ରସାରିତ ‌ନାଗିନ୍‌ ଧାରାବାହିକ ଉଭୟ ସଂସ୍କରଣରେ ଅଭିନୟ କରିଛନ୍ତି ।[୩][୪] ସେ ଜୁନୁନ୍ – ଐସି ନଫ୍‌ରତ୍ ତୋ କୈସା ଇସ୍କରେ ମଧ୍ୟ ଅଭିନୟ କରିଥିଲେ ।[୫] ସେ କଲର୍ସ‌ରେ ପ୍ରସାରିତ କାର୍ଯ୍ୟକ୍ରମ ‌ଝଲକ୍ ଦିଖ୍‌ଲା ଜା‌ର ଜଣେ ପ୍ରତିଯୋଗୀ ଭାବରେ ଭାଗନେଇଥିଲେ । ସେ ମଧ୍ୟ କଥକ ନୃତ୍ୟ ଶିକ୍ଷା କରିଛନ୍ତି ।[୬]

ଅଭିନୟ ଜୀବନ[ସମ୍ପାଦନା]

ଦୂରଦର୍ଶନ[ସମ୍ପାଦନା]

  • ୨୦୦୭-୦୮: କିଉଁକି ଶାଶ୍ ଭି କଭି ବୋହୂ ଥି
  • ୨୦୦୮: ଜରା ନାଚ୍‌କେ ଦେଖା
  • ୨୦୦୮: କସ୍ତୁରୀ
  • ୨୦୦୯ : ପତି ପତ୍ନୀ ଔର୍ ଓଃ
  • ୨୦୧୦: ଦୋ ସେହେଲିୟାଂ
  • ୨୦୧୦: ସଃ... ଫିର୍ କୋଇ ହେ (୩ୟ ସଂସ୍କରଣ)
  • ୨୦୧୧-୧୪: ଦେବୋଁ କେ ଦେବ...ମହେଦେବ
  • ୨୦୧୨-୧୩: ଜୁନୁନ୍ – ଐସି ନଫ୍‌ରତ୍ ତୋ କୈସା ଇସ୍କ
  • ୨୦୧୪: ଝଲକ୍ ଦିଖ୍‌ଲା ଜା ୭
  • ୨୦୧୪: ବିଗ୍ ବସ୍ ୭
  • ୨୦୧୫-୧୬: ନାଗିନ୍
  • ୨୦୧୫: ମେରି ଆସିକ୍ ତୁମ୍ ସେ ହି
  • ୨୦୧୫: କୁମ୍‌କୁମ୍ ଭାଗ୍ୟ
  • ୨୦୧୫-୧୬: ବିଗ୍ ବସ୍ ୯
  • ୨୦୧୬: ଟସନ୍-ଇ-ଇସ୍କ
  • ୨୦୧୬: ଏକ୍ ଥା ରାଜା ଏକ୍ ଥି ରାଣୀ
  • ୨୦୧୬: କମେଡ଼ି ନାଇଟ୍‌ସ୍ ଲାଇଭ୍
  • ୨୦୧୬: କମେଡ଼ି ନାଇଟ୍‌ସ୍ ବଚାଓ
  • ୨୦୧୬: ସୋ ୟୁ ଥିଙ୍କ୍ ୟୁ କ୍ୟାନ୍ ଡ୍ୟାନ୍ସ
  • ୨୦୧୬: ଝଲକ୍ ଦିଖ୍‌ଲା ଜା ୯
  • ୨୦୧୬-୧୭: ନାଗିନ୍ (୨ୟ ସଂସ୍କରଣ)[୭]
  • ୨୦୧୬: ବିଗ୍ ବସ୍ ୧୦

କଥାଚିତ୍ର[ସମ୍ପାଦନା]

  • ୨୦୦୪: ରନ୍
  • ୨୦୧୧: ହିରୋ ହିଟ୍‌ଲର୍ ଇନ୍ ଲଭ୍
  • ୨୦୧୬: ତୁମ୍ ବିନ୍ ୨
  • ୨୦୧୮: ଗୋଲ୍ଡ
  • ୨୦୧୯: ବ୍ରହ୍ମାସ୍ତ୍ର

ଆଧାର[ସମ୍ପାଦନା]

  1. "Mouni Roy's birthday celebration". Lehren. Times of India. 29 September 2015. Retrieved 4 April 2017.
  2. Agarwal, Stuti (3 September 2013). "Mouni Roy and Mohit Raina approached for Nach Baliye 6". Times of India. Archived from the original on 13 November 2013. Retrieved 4 April 2017.
  3. Tejashree Bhopatkar (5 September 2014). "Teacher's Day: Smriti Irani was Mouni Roy's teacher!". The Times of India. Retrieved 4 April 2017.
  4. Naithani, Priyanka (7 March 2013). "Mohit Raina dating Mouni Roy?". Times of India. Retrieved 4 April 2017.
  5. Maheshwri, Neha (8 June 2013). "Mouni Roy bereaved". Times of India. Archived from the original on 14 June 2013. Retrieved 4 April 2017.
  6. Hegde, Rajul (12 June 2014). "'I hope Jhalak Dhikhhla Jaa increases my fan base'". Rediff. Retrieved 4 April 2017.
  7. "ଖଳନାୟିକା ମୌନି". ସମାଜ. 21 January 2018. Retrieved 24 January 2018.[permanent dead link]

ଅଧିକ ତ‌ଥ୍ୟ[ସମ୍ପାଦନା]