ମେଥାଜୋଲାମାଇଡ
ଦେଖଣା
Clinical data | |
---|---|
Other names | N-(3-Methyl-5-sulfamoyl-3H-1,3,4-thiadiazol-2-ylidene) ethanamide |
AHFS/Drugs.com | Monograph |
MedlinePlus | a601233 |
Routes of administration |
By mouth |
Drug class | Carbonic anhydrase inhibitor[୧] |
Legal status | |
Legal status |
|
Pharmacokinetic data | |
Protein binding | ~55% |
Onset of action | Within 4 hrs |
Elimination half-life</nowiki> | ~14 hours |
Duration of action | Up to 18 hrs |
Identifiers | |
IUPAC name
| |
Chemical and physical data | |
Formula | C5H8N4O3S2 |
Molar mass | 236.26 g·mol−1 |
3D model (JSmol) | |
SMILES
| |
InChI
| |
(what is this?) (verify) |
ମେଥାଜୋଲାମାଇଡ (ଇଂରାଜୀ ଭାଷାରେ Methazolamide), ନେପଟାଜାନେ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଗ୍ଲୁକୋମା ସହିତ ବର୍ଦ୍ଧିତ ଇଣ୍ଟ୍ରୋକୋକୁଲାର ଚାପର (IOP) ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଏହା ପାଟିରେ ଦିଆଯାଏ ।[୧] ଏହାର ପ୍ରଭାବ ୪ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୧୮ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ, ଶ୍ରବଣ ସମସ୍ୟା, ଥକାପଣ, ଅଇ, ତରଳ ଝାଡ଼ା ଏବଂ ନିଦ୍ରାଳୁ ଭାବ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ହୋଇପାରେ ।[୧] ଏହା ଏକ କାର୍ବୋନିକ୍ ଆନହାଇଡ୍ରେଜ୍ ଇନହିବିଟର ଯାହା ଆକ୍ୱିଅସ ହ୍ୟୁମର ଉତ୍ପାଦନ ହ୍ରାସ କରେ ।[୧]
୧୯୫୦ ଦଶକରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମେଟାଜୋଲାମାଇଡ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଷ୍ଟ୍ରରେ ୬୦ ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୨୫ ଡଲାର ଥିଲା । [୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Methazolamide Monograph for Professionals". Drugs.com. Archived from the original on 7 May 2021. Retrieved 17 November 2021.
- ↑ Supuran, Claudiu T.; Nocentini, Alessio (17 July 2019). Carbonic Anhydrases: Biochemistry and Pharmacology of an Evergreen Pharmaceutical Target (in ଇଂରାଜୀ). Academic Press. p. 271. ISBN 978-0-12-816745-8. Archived from the original on 17 November 2021. Retrieved 17 November 2021.
- ↑ "Methazolamide Prices, Coupons & Savings Tips - GoodRx". GoodRx. Archived from the original on 5 November 2016. Retrieved 17 November 2021.