Jump to content

ମେଟ୍ରେଲେପ୍ଟିନ

ଉଇକିପିଡ଼ିଆ‌ରୁ
ମେଟ୍ରେଲେପ୍ଟିନ
Clinical data
Trade namesMyalept, Myalepta, others
SynonymsN-Methionylleptin; r-metHuLeptin
AHFS/Drugs.commonograph
data
Pregnancy
category
  • US: C (Risk not ruled out) []
    Routes of
    administration
    Subcutaneous injection
    Legal status
    Legal status
    Chemical and physical data
    FormulaC714H1167N19O221S6
    Molar mass୧୩,୭୪୬.୪୬ g·mol−1

    ମେଟ୍ରେଲେପ୍ଟିନ (ଇଂରାଜୀ ଭାଷାରେ Metreleptin), ଅନ୍ୟମାନଙ୍କ ମଧ୍ୟରେ ମିଆଲେପ୍ଟ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଲାଇପୋଡିଷ୍ଟ୍ରଫି ରୋଗର ଚିକିତ୍ସା ପାଇଁ ଦିଆଯାଏ ।[] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[] ଏହା ଖାଦ୍ୟ ସହିତ ଏକତ୍ର ବ୍ୟବହୃତ ହୁଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତ ଶର୍କରା ଏବଂ ଓଜନ ହ୍ରାସ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା, ଥକାପଣ ଏବଂ ଜ୍ୱର ହୋଇପାରେ ।[] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକସିସ ଏବଂ ଲିମ୍ଫୋମା ହୋଇପାରେ ।[] ଏହା ଲେପ୍ଟିନର ଏକ ପୁନର୍ବିନ୍ୟାସ ରୂପ | []

    ୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୮ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ମେଟ୍ରେଲେପ୍ଟିନ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ମାସରେ ୧୧.୩ ମିଗ୍ରା ପାଇଁ ଏହାର ମୂଲ୍ୟ ପ୍ରାୟ ୧୬୬,୦୦୦ ଡଲାର ।[] ଯୁକ୍ତରାଜ୍ୟରେ ଏହି ରାଶିରମୂଲ୍ୟ ପ୍ରାୟ ୭୦,୦୦୦ ପାଉଣ୍ଡ । []

    1. "Metreleptin (Myalept) Use During Pregnancy". Drugs.com. 4 May 2020. Archived from the original on 29 November 2020. Retrieved 28 May 2020.
    2. "Myalepta 3 mg powder for solution for injection - Summary of Product Characteristics (SmPC)". (emc). Archived from the original on 31 October 2021. Retrieved 6 October 2020.
    3. "Myalept- metreleptin injection, powder, lyophilized, for solution". DailyMed. 26 May 2020. Archived from the original on 28 October 2020. Retrieved 6 October 2020.
    4. 1 2 3 4 "Myalepta EPAR". European Medicines Agency (EMA). 17 September 2018. Archived from the original on 10 April 2021. Retrieved 6 October 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
    5. 1 2 3 4 5 6 "Metreleptin Monograph for Professionals". Drugs.com (in ଇଂରାଜୀ). Retrieved 18 November 2021.
    6. "Myalept Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 15 April 2021. Retrieved 18 November 2021.
    7. "Metreleptin". SPS - Specialist Pharmacy Service. 3 February 2016. Archived from the original on 4 July 2017. Retrieved 18 November 2021.