ମୂରଲୀଧର ଗୁରୁ

ଉଇକିପିଡ଼ିଆ‌ରୁ
ମୂରଲୀଧର ଗୁରୁ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀରାଜେନ୍ଦ୍ର ନାରାୟଣ ସିଂହଦେଓ
ପର ଅଧିକାରୀମହମ୍ମଦ ମୁଜାଫର ହୁସେନ ଖାନ
ନିର୍ବାଚନ ମଣ୍ଡଳୀବଲାଙ୍ଗୀର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1936-01-01)୧ ଜାନୁଆରୀ ୧୯୩୬
ମୃତ୍ୟୁ୯ ନଭେମ୍ବର ୨୦୧୭(2017-11-09) (ବୟସ ୮୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଜୀବନ ସାଥୀମନ୍ଦୋଦରି ଗୁରୁ
ବାପା/ବୋଉଦୈତାରୀ ଗୁରୁ (ବାପା‌)
ବୃତ୍ତିରାଜନୀତିଜ୍ଞ

ମୂରଲୀଧର ଗୁରୁ (୧ ଜାନୁଆରୀ ୧୯୩୬ - ୯ ନଭେମ୍ବର ୨୦୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଲାଙ୍ଗୀର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବା ଓ ଶିକ୍ଷା[ସମ୍ପାଦନା]

ମୂରଲୀଧର ଗୁରୁ ୧୯୩୬ ମସିହାର ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୈତାରୀ ଗୁରୁ ଏବଂ ପତ୍ନୀଙ୍କ ନାମ ମନ୍ଦୋଦରି ଗୁରୁ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ମୂରଲୀଧର ଗୁରୁ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୯ ମସିହାରୁ ୧୯୮୦ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ମୂରଲୀଧର ଗୁରୁ ୨୦୧୭ ମସିହାର ନଭେମ୍ବର ୯ ତାରିଖରେ ୪୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Muralidhar Guru". odishaassembly.nic.in. Odisha Assembly. Retrieved 13 October 2021.