Jump to content

ମୁରାହରି ଶ୍ରୀ ରମଣ

ଉଇକିପିଡ଼ିଆ‌ରୁ

ମୁରାହରି ଶ୍ରୀ ରମଣ (ଜନ୍ମ:୮ ଜୁନ୍ ୧୯୭୦) ଜଣେ ଭାରତୀୟ ଆଇନଜୀବି ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ।[][]

ମୁରାହରି ଶ୍ରୀ ରମଣ ୧୯୭୦ ଜୁନ୍ ୮ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ଏମ.ଆର.ଭି ରାଓ ଓ ମାତା ଥିଲେ ଅନସୂୟା ଦେବୀ । ୧୯୯୭ ମସିହାରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ । ସେ ଓଡିଶା ସରକାରଙ୍କ ବାଣିଜ୍ୟକର ବିଭାଗର ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲର ଭାବେ ୨୦୦୯ରେ ନିଯୁକ୍ତି ପାଇଥିଲେ । ବାଣିଜ୍ୟକର ଆଇନ ସଂପର୍କିତ ପୁସ୍ତକ ସଂକଳନ କ୍ଷେତ୍ରରେ ସେ ଏମ.ଆର.ଭି.ରାଓଙ୍କୁ ସହାୟତା କରିଥିଲେ । ସାମ୍ବିଧାନିକ ଓ କର ସଂପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ସେ ପରିଚାଳନା କରିଛନ୍ତି ।[]

୧୪.୦୨.୨୦୨୨ରେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।[][][]

  1. "Judge | Orissa High Court, Cuttack". www.orissahighcourt.nic.in. Retrieved 2024-12-22.
  2. Service, Express News (2022-02-15). "3 new judges sworn in to Orissa High Court". The New Indian Express (in ଇଂରାଜୀ). Retrieved 2024-12-22.
  3. Digital, Sambad (2022-02-11). "ଓଡ଼ିଶା ହାଇକୋର୍ଟରେ ତିନି ନୂଆ ବିଚାରପତି, ମୋଟ୍‌ ବିଚାରପତିଙ୍କ ସଂଖ୍ୟା ୨୧ରେ ପହଞ୍ଚିବ". Sambad. Retrieved 2024-12-22.
  4. "Orissa High Court gets three new judges". The Times of India. 2022-02-15. ISSN 0971-8257. Retrieved 2024-12-22.
  5. Bureau, KalingaTV (2022-02-14). "3 newly appointed Orissa High Court judges take oath". KalingaTV (in ଆମେରିକୀୟ ଇଂରାଜୀ). Retrieved 2024-12-22.
  6. NEWS, OMMCOM (2022-02-10). "President Appoints 3 New Judges To Orissa High Court | Odisha". Odisha News, Odisha Breaking News, Odisha Latest News || Ommcom News (in ଆମେରିକୀୟ ଇଂରାଜୀ). Retrieved 2024-12-22.