ମୁଖଲିଙ୍ଗମ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ମୁଖଲିଙ୍ଗମ
ముఖలింగం
Srimukhalingam
Village
Srimukhalingam temple
Srimukhalingam temple
Country India
StateAndhra Pradesh
DistrictSrikakulam
TalukasJalumuru
Population
 • Total୩,୨୦୪
Languages
Time zoneUTC+5:30 (IST)
PIN
532 428
ଯାନବାହାନ ପଞ୍ଚୀକରଣAP

ମୁଖଲିଙ୍ଗମ, ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଜଳମାରୁ ମଣ୍ଡଳର ଏକ ଗ୍ରାମପଞ୍ଚାୟତ ଅଟେ । 

ଭୌଗୋଳିକ ସ୍ଥିତି [ସମ୍ପାଦନା]

ମୁଖଲିଙ୍ଗମର ଅବସ୍ଥିତି  18°35′39″N 83°57′49″E / 18.5943°N 83.9635°E / 18.5943; 83.9635 ଠାରେ .[୧]ଏହାର ହାର ହଋ ପତ୍ତନ 92 ଫୁଟ । 

ଜନସଂଖ୍ୟା[ସମ୍ପାଦନା]

2011 ମସିହା ଜନଗଣନା ଅନୁସାରେ ମୁଖଲିଙ୍ଗମର ଜନସଂଖ୍ୟା 837 ତୀ ପରିବାର ଥାଇ 3,022 ଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା 1,504 ହେଇଥିବା ବେଳେ ମହିଳା ସଂଖ୍ୟା 1,518 ଥିଲା । 6 ବର୍ଷରୁ କମ ସଂଖ୍ୟା 256 ରହିଥିଲା । ଏଠାରେ ସାକ୍ଷ୍ୟରତା ହାର 63.58% ରହିଥିଲା । :

ସଂସ୍କୃତି [ସମ୍ପାଦନା]

ଏଠାରେ 8 ତମ ଶତାବ୍ଦୀର ଶିବ ମନ୍ଦିର ଶ୍ରୀମୁଖଲିଙ୍ଗେଶ୍ୱର ରହିଛି । ଏହା ଗଙ୍ଗା ବଂଶୀୟ କାମରଣଭ ଦ୍ୱିତୀୟଙ୍କଦ୍ୱାରା ନିର୍ମିତ ହେଇଥିଲା । .[୨]

ଆଧାର [ସମ୍ପାଦନା]

  1. "Maps, Weather, and Airports for Mukhalingam, India". www.fallingrain.com. Retrieved 2016-04-11.
  2. Linda, Mary F. (1990-01-01). "Nārāyaṇapuram: A Tenth Century Site in Kaliṅga". Artibus Asiae. 50 (3/4): 232–262. doi:10.2307/3250071. JSTOR 3250071.