ମୁଖଲିଙ୍ଗମ
ଦେଖଣା
ମୁଖଲିଙ୍ଗମ
ముఖలింగం Srimukhalingam | |
---|---|
Village | |
Country | India |
State | Andhra Pradesh |
District | Srikakulam |
Talukas | Jalumuru |
Population | |
• Total | ୩,୨୦୪ |
Languages | |
Time zone | UTC+5:30 (IST) |
PIN | 532 428 |
ଯାନବାହାନ ପଞ୍ଚୀକରଣ | AP |
ମୁଖଲିଙ୍ଗମ, ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଜଳମାରୁ ମଣ୍ଡଳର ଏକ ଗ୍ରାମପଞ୍ଚାୟତ ଅଟେ ।
ଭୌଗୋଳିକ ସ୍ଥିତି
[ସମ୍ପାଦନା]ମୁଖଲିଙ୍ଗମର ଅବସ୍ଥିତି 18°35′39″N 83°57′49″E / 18.5943°N 83.9635°E ଠାରେ .[୧]ଏହାର ହାର ହଋ ପତ୍ତନ 92 ଫୁଟ ।
ଜନସଂଖ୍ୟା
[ସମ୍ପାଦନା]2011 ମସିହା ଜନଗଣନା ଅନୁସାରେ ମୁଖଲିଙ୍ଗମର ଜନସଂଖ୍ୟା 837 ତୀ ପରିବାର ଥାଇ 3,022 ଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା 1,504 ହେଇଥିବା ବେଳେ ମହିଳା ସଂଖ୍ୟା 1,518 ଥିଲା । 6 ବର୍ଷରୁ କମ ସଂଖ୍ୟା 256 ରହିଥିଲା । ଏଠାରେ ସାକ୍ଷ୍ୟରତା ହାର 63.58% ରହିଥିଲା । :
ସଂସ୍କୃତି
[ସମ୍ପାଦନା]ଏଠାରେ 8 ତମ ଶତାବ୍ଦୀର ଶିବ ମନ୍ଦିର ଶ୍ରୀମୁଖଲିଙ୍ଗେଶ୍ୱର ରହିଛି । ଏହା ଗଙ୍ଗା ବଂଶୀୟ କାମରଣଭ ଦ୍ୱିତୀୟଙ୍କଦ୍ୱାରା ନିର୍ମିତ ହେଇଥିଲା । .[୨]
ଆଧାର
[ସମ୍ପାଦନା]- ↑ "Maps, Weather, and Airports for Mukhalingam, India". www.fallingrain.com. Retrieved 2016-04-11.
- ↑ Linda, Mary F. (1990-01-01). "Nārāyaṇapuram: A Tenth Century Site in Kaliṅga". Artibus Asiae. 50 (3/4): 232–262. doi:10.2307/3250071. JSTOR 3250071.