ମୀର୍ଜା ଘୁଲାମ ଅହମ୍ମଦ

ଉଇକିପିଡ଼ିଆ‌ରୁ
ମୀର୍ଜା ଘୁଲାମ ଅହମ୍ମଦ
Born(1835-02-13)୧୩ ଫେବୃଆରୀ ୧୮୩୫
କ୍ୱାଦିନ, ଶିଖ ସାମ୍ରାଜ୍ୟ
Died୨୬ ମଇ ୧୯୦୮(1908-05-26) (ବୟସ ୭୩)
ଲାହୋର, ଇଂରେଜ ଶାସନାଧିନ ଭାରତ
Burial placeBahishti Maqbara, Qadian, India
Titleଅହମଦିୟା ଆନ୍ଦୋଳନର
ସଂସ୍ଥାପକ
Parents
  • Mirza Ghulam Murtaza (father)
  • Chiragh Bibi (mother)

ମୀର୍ଜା ଘୁଲାମ ଅହମ୍ମଦ[୩] (ଆରବୀ: ميرزا غلام أحمد; ଉର୍ଦ୍ଦୁ: مرزا غلام احمد; (ଜନ୍ମ :୧୮୩୫ ମସିହା ଫେବୃଆରୀ ୧୩ ଓ ମୃତ୍ୟୁ : ୧୯୦୮ ମସିହା ମଇ ମାସ ୨୬ ତାରିଖ) ହେଉଛନ୍ତି ଜଣେ ଭାରତୀୟ ଧର୍ମ ପ୍ରଚାରକ ଓ ଆହମ୍ମଦୀ ସଂପ୍ରଦାୟର ପ୍ରତିଷ୍ଠାତା।

ଜିବନୀ[ସମ୍ପାଦନା]

ମୁସଲମାନଙ୍କର ଆହମ୍ମଦୀୟଦଳର ପ୍ରତିଷ୍ଠାତା ମୀର୍ଜା ଘୁଲାମ ବା ହଜରତ ମୀର୍ଜା ଗୋଲାମ୍ ଅହେମ୍ମଦ ପଞ୍ଜାବର ଗୁରୁଦାସପୁର ଜିଲ୍ଲା ଅନ୍ତର୍ଗତ କାଦୀୟାନ ନାମକ ସ୍ଥାନର ଅଧିବାସୀ ଥିଲେ ଓ ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଆହମ୍ମଦୀୟ ବା କାଦୀୟାନ ମତ ପ୍ରଚାର କରିଥିଲେ। ମହମ୍ମଦଙ୍କର ପରବର୍ତ୍ତୀ କାଳରେ ମୁସଲମାନ ଧର୍ମରେ ଯେଉଁ କେତୋଟି ମନ୍ଦ ପ୍ରଥା ପ୍ରବେଶ କରିଥିଲା ସେ ସବୁର ସଂସ୍କାର କରିଥିଲେ। ଏହାଙ୍କର ଉପାଧି ହେଉଛି ମେହଦୀ ବା ମହମ୍ମଦଙ୍କ ଈଶ୍ୱର ପ୍ରେରିତ ଶିଷ୍ୟ। [୪]

ସେ ନିଜକୁ ବିଭିନ୍ନ ପାଶ୍ଚାତ୍ୟ ଧର୍ମାଦିର ଭବିଷ୍ୟବାଣୀରେ ବର୍ଣ୍ଣିତ ଈଶ୍ୱରଙ୍କ ଶେଷନିଷ୍ପତ୍ତି ଦିନର ଅଗ୍ରଦୂତ ଓ ଇସଲାମ ଧର୍ମରେ ବର୍ଣ୍ଣିତ ଇସଲାମ ଧର୍ମର ବିଜୟ ଆଣିବାରେ ସିଦ୍ଧ ହୋଇଥିଲେ ବୋଲି ନିଜକୁ ଘୋଷଣା କରିଥିଲେ। ସେ ନିଜକୁ ଚତୁର୍ଦଶ ଶତାବ୍ଦୀର ମୁଜାଦିଦ (ଈଶ୍ୱରୀୟ ସଂସ୍କାରକ) ଓ ମୁସଲମାନଙ୍କର ପ୍ରତୀକ୍ଷିତ ମହଦି ଓ ପ୍ରତିଜ୍ଞାବଦ୍ଧ ମସିହାରୂପେ ଘୋଷଣା କରିଥିଲେ [୫][୬][୭]

ଆଧାର[ସମ୍ପାଦନା]

  1. Chapter Two – Claims of Hadhrat Ahmad
  2. “The Fourteenth-Century's Reformer / Mujaddid”, from the “Call of Islam”, by Maulana Muhammad Ali
  3. Great is Mirza Ghulam Ahmad, he claimed to be The Messiah Sunday Herald, Boston, Massachusetts, U.S.A., 1907
  4. "ମହମ୍ମଦ". ଶ୍ରୀ ଗୋପାଳ ପ୍ରହରାଜକୃତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ. Archived from the original on 2014-04-08. Retrieved 2013-01-25.
  5. Naeem Osman Memon (1994). An Enemy a Disbeliever a Liar, Claims of Hadhrat Ahmad. Islam International Publications. ISBN 1-85372-552-8.
  6. B.A Rafiq (1978). Truth about Ahmadiyyat, Reflection of all the Prohets. London Mosque. ISBN 0-85525-013-5.
  7. Mirza Tahir Ahmad (1998). Revelation Rationality Knowledge and Truth, Future of Revelation. Islam International Publications. ISBN 1-85372-640-0.

ବାହାର ତଥ୍ୟ[ସମ୍ପାଦନା]