ମୀନାକ୍ଷୀ ନନ୍ଦ

ଉଇକିପିଡ଼ିଆ‌ରୁ

ମୀନାକ୍ଷୀ ନନ୍ଦ ଜଣେ ଓଡ଼ିଆ ଗାୟିକା ଯିଏ ଆକାଶବାଣୀ କଟକ ମାଧ୍ୟମରେ ଅନେକ ଗୀତ ଗାଇଛନ୍ତି ଯଥା ମୋ ମନ କାମନା ବନେ ପ୍ରହେଳିକାଏ ମନେ ଝୁରୁଛି କୃଷ୍ଣ ଝୁରୁଛି ରାଧା । କେତେକଙ୍କ ମତରେ ନୀଳ ଆକାଶର ମଲାଜହ୍ନ ମୁହିଁ ଗୀତଟି ମୀନାକ୍ଷୀଙ୍କ କଣ୍ଠରୁ। [୧]


୧) ମିଳିତ ପ୍ରଚେଷ୍ଟା ଦ୍ବାରା ପ୍ରଥମ ‘‘ପଲ୍ଲବୀ'' ରଚନା କଳା ବିକାଶ କେନ୍ଦ୍ରରେ ସୃଷ୍ଟି ହେଲା । କେନ୍ଦ୍ରର ପୁରାତନ ଛାତ୍ରୀ କୁମାରୀ ସାଧାନା ବୋଷ (ଚକ୍ରବର୍ତ୍ତୀ), କୁମାରୀ ଜୟନ୍ତୀ ଘୋଷ (ପାଇ), ମୀନାକ୍ଷୀ ନନ୍ଦ, କୃଷ୍ଣପ୍ରିୟା ନନ୍ଦ, ସଂଯୁକ୍ତା ମିଶ୍ର (/ ପାଣିଗ୍ରାହୀ), ପଟ୍ଟନାୟକ... ଆୟୋଜିତ ନୃତ୍ୟ ସମ୍ମିଳନୀ ଓ କର୍ମଶାଳାରେ କେନ୍ଦ୍ର ତରଫରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଓ ଶ୍ରୀ ଧାରେନ୍ଦ୍ର ନାଥ ପ୍ରବନ୍ଧ ପାଠ କରୁଥିଲେ ଏବଂ ଛାତ୍ରୀମାନଙ୍କ ମଧ୍ୟରୁ ! ସଯୁକ୍ତା ପାଣିଗ୍ରାହୀ, ଜୟନ୍ତୀ ଘୋଷ (ପାଇ) ଏବଂ ଅନ୍ୟମାନେ ନୃତ୍ୟ [୨]


ଆଧାର[ସମ୍ପାଦନା]

  1. Odia Song.....Nila Akashara Malajanha Muhin..... from Archival Radio Recordings, retrieved 2023-12-01
  2. Cuttack, Kala Vikash Kendra (2003). Journal (in ଇଂରାଜୀ).