ମିଲ୍‌ଟେଫୋସିନ

ଉଇକିପିଡ଼ିଆ‌ରୁ
ମିଲ୍‌ଟେଫୋସିନ
Clinical data
Trade namesImpavido, Miltex, others
AHFS/Drugs.commonograph
Pregnancy
category
Routes of
administration
By mouth
ATC code
Legal status
Legal status
Pharmacokinetic data
BioavailabilityHigh
Protein binding~98%
MetabolismSlow hepatic (non-CYP-dependent)
Elimination half-life6 to 8 days and 31 days[୨]
ExcretionPrimarily fecal
Identifiers
  • 2-(hexadecoxy-oxido-phosphoryl)oxyethyl-trimethyl-azanium
CAS Number
PubChem CID
ChemSpider
UNII
KEGG
ChEBI
ChEMBL
NIAID ChemDB
ECHA InfoCard100.151.328 Edit this at Wikidata
Chemical and physical data
FormulaC21H46NO4P
Molar mass407.568 g/mol
3D model (JSmol)
  • [O-]P(=O)(OCCCCCCCCCCCCCCCC)OCC[N+](C)(C)C
  • InChI=1S/C21H46NO4P/c1-5-6-7-8-9-10-11-12-13-14-15-16-17-18-20-25-27(23,24)26-21-19-22(2,3)4/h5-21H2,1-4H3 checkY
  • Key:PQLXHQMOHUQAKB-UHFFFAOYSA-N checkY
 ☒NcheckY (what is this?)  (verify)

ମିଲ୍‌ଟେଫୋସିନ (ଇରାଜୀ ଭାଷାରେ Miltefosine, ବିକ୍ରୟ ନାମ ଇମ୍ପାଭିଡୋ/Impavido) ଏକ ଔଷଧ ଯାହା ଲିସମାନିଆସିସ (leishmaniasis) ଓ ନେଗ୍ଲେରିଆ ଫ୍ଲାୱଲେରି (Naegleria fowleri) ଭଳି ଆମିବା ସଂକ୍ରମଣରେ (amoeba infections) ଦିଆଯାଏ ।[୧] ଚର୍ମ, ଭିସେରାଲ ଓ ମ୍ୟୁକୋସାଲ ଲିସମାନିଆସିସ ଇତ୍ୟାଦି ରୋଗରେ ଏହା ଦିଆଯାଏ ।[୩] ଏହା ଲାଇପୋସୋମାଲ ଆମ୍ଫୋଟେରିସିନ ବି (liposomal amphotericin B) ବା ପାରୋମୋମାଇସିନ ଔଷଧ ସାଥିରେ ଦିଆଯାଏ ।[୪] ଏହି ଔଷଧ ପାଟିରେ ଦିଆଯାଏ । [୩]

ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି (vomiting), ପେଟ ଯନ୍ତ୍ରଣା, ଜ୍ୱର, ମୁଣ୍ଡବଥା ଓ କମ ବୃକ୍‌କ କ୍ରିୟା ସାଧନ ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ସ୍ଟିଭେନ-ଜନସନ ସିଣ୍ଡ୍ରୋମ (Stevens-Johnson syndrome) ବା କମ ସଂଖ୍ୟକ ରକ୍ତ ପ୍ଲାଟେଲେଟ (low blood platelets) ଦେଖାଯାଏ । ଗର୍ଭାବସ୍ଥାରେ ଦେଲେ ହାନୀ ହେଉଥିବାରୁ ଏହା ଦିଆଯାଏନାହିଁ ଓ ସ୍ତନ୍ୟପାନ ସମୟରେ ମଧ୍ୟ ଦେବାକୁ ମନା କରାଯାଏ । ଏହା କାର୍ଯ୍ୟବିଧି ଏ ପର୍ଯ୍ୟନ୍ତ ଅଜ୍ଞାତ ଅଛି । [୧]

ମିଲ୍‌ଟେଫୋସିନ ପ୍ରଥମେ ୧୯୮୦ ମସିହାରେ ପ୍ରସ୍ତୁତ ହେବାବେଳେ କର୍କଟ ରୋଗର ଚିକିତ୍ସା ନିମନ୍ତେ ଅନୁଶୀଳନ କରାଯାଇଥିଲା ।[୫] କିଛି ବର୍ଷ ପରେ ଏହ ଲିସମାନିଆସିସ ରୋଗରେ ଉପକାର କରୁଥିବା ଜଣାଯିବାରୁ ଭାରତରେ ସନ ୨୦୦୨ରୁ ବ୍ୟବ‌ହାର ନିମନ୍ତେ ସ୍ୱିକୃତ ହେଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ବିକାଶଶୀଳ ଦେଶମାନଙ୍କରେ developing world ଏହାର ଗୋଟିଏ କୋର୍ଷର ମୂଲ୍ୟ ୬୫ରୁ ୧୫୦ ଆମେରିକୀୟ ଡଲାର । ବିକଶିତ ଦେଶମାନଙ୍କରେ ଏହି ମୂଲ୍ୟ ଅପେକ୍ଷା ୧୦ର ୫୦ ଗୁଣ ଅଧିକ ମୂଲ୍ୟ ଥାଏ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ American Society of Health-System Pharmacists (26 February 2016). "Miltefosine Monograph for Professionals". www.drugs.com. Retrieved 16 November 2016.
  2. Dorlo, T. P. C.; Balasegaram, M.; Beijnen, J. H.; de Vries, P. J. (2012). "Miltefosine: a review of its pharmacology and therapeutic efficacy in the treatment of leishmaniasis". Journal of Antimicrobial Chemotherapy. 67 (11): 2576–2597. doi:10.1093/jac/dks275. PMID 22833634.
  3. ୩.୦ ୩.୧ Yao, Stephanie (19 March 2014). "FDA approves Impavido to treat tropical disease leishmaniasis". FDA NEWS RELEASE. U.S. Food and Drug Administration. Retrieved 30 August 2014.
  4. ୪.୦ ୪.୧ Control of the leishmaniasis: report of a meeting of the WHO Expert Committee on the Control of Leishmaniases (PDF). World Health Organization. March 2010. p. 59, 88, 186. ISBN 9789241209496.
  5. Greenwood, David (2008). Antimicrobial Drugs: Chronicle of a Twentieth Century Medical Triumph (in ଇଂରାଜୀ). OUP Oxford. p. 310. ISBN 9780199534845.
  6. Kumar, Awanish (2013). Leishmania and Leishmaniasis (in ଇଂରାଜୀ). Springer Science & Business Media. p. 39. ISBN 9781461488699.
  7. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.