Jump to content

ମିଥାଇଲସ୍କୋପୋଲାମାଇନ

ଉଇକିପିଡ଼ିଆ‌ରୁ
ମିଥାଇଲସ୍କୋପୋଲାମାଇନ
Clinical data
Trade namesPamine, Extendryl, AlleRx, Others
SynonymsMethylscopolamine bromide
AHFS/Drugs.commonograph
MedlinePlusa606008
Pharmacokinetic data
Elimination half-life3–4 hrs
Identifiers
  • (1R,2S,4R,5S,7R)-{[(2R)-3-hydroxy-2-phenylpropanoyl]oxy}-9,9-dimethyl-3-oxa-9-azoniatricyclo[3.3.1.02,4]nonane
ECHA InfoCard100.005.314 Edit this at Wikidata
Chemical and physical data
FormulaC18H24NO4
Molar mass318.388 g/mol (398.297 g/mol with bromide)
3D model (JSmol)
  • OC[C@H](c1ccccc1)C(=O)O[C@H]2C[C@@H]3[N+](C)(C)[C@H](C2)[C@H]4O[C@@H]34
  • InChI=1S/C18H24NO4/c1-19(2)14-8-12(9-15(19)17-16(14)23-17)22-18(21)13(10-20)11-6-4-3-5-7-11/h3-7,12-17,20H,8-10H2,1-2H3/q+1/t12-,13-,14-,15+,16-,17+/m1/s1 checkY
  • Key:LZCOQTDXKCNBEE-IKIFYQGPSA-N checkY
  (verify)

ମିଥାଇଲସ୍କୋପୋଲାମାଇନ (ଇଂରାଜୀ ଭାଷାରେ Methylscopolamine), ଯାହା ମେଥସ୍କୋପୋଲାମାଇନ ଭାବରେ ମଧ୍ୟ ଜଣାଶୁଣା, ହେଉଛି ଏକ ଔଷଧ ଯାହା ଅମ୍ଳରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ପ୍ରୋଟନ୍ ପମ୍ପ ଇନହିବିଟର ଏବଂ ଏଚ୨ ବ୍ଲକର୍ ଦ୍ୱାରା ଏହାର ବ୍ୟବହାର ସ୍ଥାନାନ୍ତର ହୋଇଛି ଯାହା ଏହା ଅପେକ୍ଷା ଅଧିକ ପ୍ରଭାବଶାଳୀ ଅଟେ ।[୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ସ୍ୱେଦ କମିଯିବା, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଏବଂ ଇଣ୍ଟ୍ରାଓକୋକୁଲାର ଚାପ ବୃଦ୍ଧି ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ନିଦ୍ରାଳୁ ଭାବ ଏବଂ ଅଂଶୁଘାତହୋଇପାରେ ।[୧] ଏହା ଏକ ଆଣ୍ଟିମସ୍କାରିନିକ ଯାହା ଆସେଟିଲକୋଲିନ ଅବରୋଧ କରି କାର୍ଯ୍ୟକ୍ଷମ ହୋଇଥାଏ ।[୧]

୧୯୦୨ ମସିହାରେ ମିଥାଇଲସ୍କୋପୋଲାମାଇନ୍ ପେଟେଣ୍ଟ ହୋଇଥିଲା ଏବଂ ୧୯୪୭ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨.୫ ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୨ଡଲାର ଥିଲା ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Methscopolamine Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 17 November 2021.
  2. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 446. ISBN 9783527607495. Archived from the original on 2020-11-15. Retrieved 2020-09-20.
  3. "Methscopolamine Prices, Coupons & Savings Tips - GoodRx". GoodRx. Archived from the original on 14 November 2016. Retrieved 17 November 2021.