Jump to content

ମାରିଆମ ଭଟ୍ଟାଳିଳ

ଉଇକିପିଡ଼ିଆ‌ରୁ
Servant of God
Mariam Vattalil
F.C.C.
Religious
Born(1954-01-29)୨୯ ଜାନୁଆରୀ ୧୯୫୪
Pulluvazhy, Ernakulam district, Travancore-Cochin (now Kerala), India
Died୨୫ ଫେବୃଆରୀ ୧୯୯୫(1995-02-25) (ବୟସ ୪୧)
Nachanbore Hill, Indore, Madhya Pradesh, India
Venerated inRoman Catholic Church
AttributesReligious habit
Patronage
  • Aid workers
  • Missionaries

ମାରିଆମ ଭଟ୍ଟାଳିଳ (29 ଜାନୁଆରୀ 1954 - 25 ଫେବୃଆରୀ 1995 ) ) ଜଣେ ଭାରତୀୟ ରୋମାନ କଥୋଲିକ ଧର୍ମ ଯାଜିକା ତଥା ସମାଜ ସେବିକା ଥିଲେ । ସେ ଫ୍ରାନସିସକାନ କ୍ଲାରିଷ୍ଟ ସମଷ୍ଟିରେ ରହି ଦରିଦ୍ରମାନଙ୍କ ସେବା ଇନ୍ଦୋରଠାରେ ଡାଇସେସରେ କରୁଥିଲା । ତାଙ୍କର ଧାର୍ମିକ ନାମ "ରାଣୀ ମାରିଆ" ରହିଥିଲା ଓ ସେ ଜଣେ "ନନ" ହୋଇଥିଲେ ।

ତାଙ୍କର ସେବାକୁ ପ୍ରବେଶ 2003 ମସିହାରେ ହେଇ ତାଙ୍କୁ " ଭଗବାନଙ୍କ ସେବିକା : ଉପାଧିଷ୍ଠ କରାଯାଇଥିଲା । 

ଜୀବନୀ 

[ସମ୍ପାଦନା]

ଭଟ୍ଟାଳିଳ  ଙ୍କ ପିତା ପାଇଲି ଓ ମାତା ଏଲିସବା ଭିତ୍ତଳିଳ ଥିଲେ । ସେ କେରଳ ରାଜ୍ୟରେ 1954 ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବପ୍ତିଜମ ସେଣ୍ଟ ଥୋମାସ ଚର୍ଚରେ 5 , ଫେବ୍ରୁୟାରୀରେ ହେଇଥିଲା । ସେ ମାଧ୍ଯମିକ ଶିକ୍ଷା ସମାପ୍ତ କଳା ପରେ ଫ୍ରାନସିକାନ କ୍ଲାରେଟ ଗୋଷ୍ଠୀରେ ଯୋଗଦାମ କରି 'ରାଣୀ ମାରୀୟା' ନାମ ଗ୍ରହଣ କରିଥିଲେ , ସେ ତାଙ୍କର ଚୁଡାନ୍ତ ପ୍ରତିଙ୍ଗ୍ୟା 22 ମଯ 1980ରେ ଗହନ କରିଥିଲେ । 

ଭଟ୍ଟାଳିଳ ବିଜନୋରଠାରେ 1975ରେ ସେବା କଲେ ଓ ସେଣ୍ଟ ମାରି କାନଭେଣ୍ଟରେ 1992 ମସିହା ଯାଏ ରହିବା ପରେ ଉଦୟନଗରକୁ ବଦଳି ହେଇଥିଲେ । 

25 ଫେବୃଆରୀ 1995ରେ ତାଙ୍କୁ ସେ ଇନ୍ଦୋରର ନଚାନ୍ୱୋର ପାହାଡ ନିକଟରେ ବସ ଯୋଗେ ଆସୁଥିବା ବେଳେ  ସମନ୍ଦର ସିଂହ ନାମକ ଜଣେ ପେଷାଦାର ହତ୍ୟାକାରୀ ଛୁରି ଭୁଶି ହତ୍ୟା କରିଥିଲେ ।40ଟି ଗୁରୁତର ଆଘାତ ପାଇବା ପରେ ମଧ୍ୟ ସେ " ଯୀଶୁ "ଙ୍କୁ ଡାକି ଡାକି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।  [][][][] ଭୂମିହିନ କୃଷିଜୀବୀଙ୍କ ସହ ସେ କାର୍ଯ୍ୟ କରୁଥିବାରୁ କିଛି ଖଳପ୍ରକୃତି ଜମି ମାଲିକ ତାଙ୍କର ହତ୍ୟା କରେଇଥିଲେ । [][][]

କାର୍ଡିନାଲ ଓଶ୍ୱଲ୍ଡ ଗ୍ରାସିଆସ ତାଙ୍କର କାର୍ଯ୍ୟକୁ " ଦରିଦ୍ର ଓ ଦଳିତ ଜନତାଙ୍କ ପାଇଁ ସାହସିକ ଭାବରେ ସେବା କରୁଥିଲେ "[] ବୋଲି କହିଥିଲେ । ଏରଣାକୁଲମଠାରେ ତାଙ୍କ ନାମରେ ଏକ ସଂଗ୍ରହାଳୟ ରହିଛି । 

ଜନସଂସ୍କୃତି ରେ 

[ସମ୍ପାଦନା]

ତାଙ୍କୁ ହତ୍ୟା କରିଥିବା ସମନ୍ଦର ସିଂହଙ୍କ କାପୁରୁଷତା ଓ ଜଘନ୍ୟତାକୁ ନେଇ " The Heart of a murderer " ନାମକ ଡକୁମେନ୍ତରି ଫିଲ୍ମ ନିର୍ମିତ ହେଇ 2013 ମସିହାରେ ବିଶ୍ୱ ଅନ୍ତର- ଧର୍ମ ସମନ୍ନ୍ୟୟ ଫିଲ୍ମ ଫେଷ୍ଟଭାଲରେ ପୁରସ୍କୃତ ହେଇଥିଲା । 

Beatification process

[ସମ୍ପାଦନା]

ରୋମ ସହରରେ ତାଙ୍କ ପାଇଁ " ନିହିଲ ଅବସ୍ତାତ " ବା nothing against"2007  ମସିହା  ରେ କରାଯାଇ ତାଙ୍କୁ ମରଣୋତ୍ତର CCS ପ୍ରଦାନ କରାଯାଇଥିଲା । [][][]

ଆଧାର 

[ସମ୍ପାଦନା]
  1. 1 2 3 The Herald of India, February 2010. Archived 7 April 2022 at the Wayback Machine.
  2. 1 2 Vatican Radio, 28 February 2011. Archived 21 April 2013 at Archive.is
  3. Francis Arackal, Thoughts For The Upper Room, St Pauls BYB, 2005, ISBN 8171097081, [https://books.google.com/books?id=GSVYk91nlxUC&pg=PA200 p. 200.
  4. 1 2 C. P. Varkey, Healing The Heart Of Emotional Wounds, St Pauls BYB, 2004, ISBN 8171093019, [https://books.google.com/books?id=4HFrzmGPmWkC&pg=PA120&lpg=PA120 p. 120.
  5. The Vatican Today, 6 February 2012.
  6. UCA News, 28 February 2011.
  7. Indian Express, Oct 2008.

ବାହାର ଲିଙ୍କ 

[ସମ୍ପାଦନା]