Jump to content

ମାରାଲିକ୍ସିବାଟ

ଉଇକିପିଡ଼ିଆ‌ରୁ
ମାରାଲିକ୍ସିବାଟ
Clinical data
Trade namesLivmarli
SynonymsLUM001
AHFS/Drugs.commonograph
data
Routes of
administration
By mouth
Legal status
Legal status
Identifiers
  • 1-[4-({4-[(4R,5R)-3,3-Dibutyl-7-(dimethylamino)-4-hydroxy-1,1-dioxido-2,3,4,5-tetrahydro-1-benzothiepin-5-yl]phenoxy}methyl)benzyl]-4-aza-1-azoniabicyclo[2.2.2]octane
Chemical and physical data
FormulaC40H56ClN3O4S
Molar mass୭୧୦.୪୨ g·mol−1
3D model (JSmol)
  • CCCCC1(CCCC)CS(=O)(=O)C2=CC=C(C=C2[C@H]([C@H]1O)C1=CC=C(OCC2=CC=C(C[N+]34CCN(CC3)CC4)C=C2)C=C1)N(C)C
  • InChI=1S/C40H56N3O4S/c1-5-7-19-40(20-8-6-2)30-48(45,46)37-18-15-34(41(3)4)27-36(37)38(39(40)44)33-13-16-35(17-14-33)47-29-32-11-9-31(10-12-32)28-43-24-21-42(22-25-43)23-26-43/h9-18,27,38-39,44H,5-8,19-26,28-30H2,1-4H3/q+1/t38-,39-/m1/s1
  • Key:STPKWKPURVSAJF-LJEWAXOPSA-N

ମାରାଲିକ୍ସିବାଟ (ଇଂରାଜୀ ଭାଷାରେ Maralixibat), ଲିଭମାରଲି ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଆଲାଗିଲ ସିଣ୍ଡ୍ରୋମ (Alagille syndrome) ଥିବା ଲୋକଙ୍କଠାରେ ଅଧିକ ପିତ୍ତ ଲବଣ ବା ବାଇଲ ସଲ୍ଟ ଥିବା ହେତୁ କୁଣ୍ଡେଇ ହେବାର ଚିକିତ୍ସାରେ ବ୍ୟବହୃତ ହୁଏ | [୧] ଏହା ୨ ମାସରୁ ୧ ବର୍ଷରୁ ଅଧିକ ବୟସ୍କ ଲୋକଙ୍କଠାରେ ବ୍ୟବହୃତ ହୁଏ ।[୨] [୩] ଏହା ପାଟିରେ ଦିଆଯାଏ ।[୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ପେଟ ଯନ୍ତ୍ରଣା, କମ୍ ଚର୍ବି ଦ୍ରବୀଭୂତ ଭିଟାମିନ୍, ଯକୃତ ସମସ୍ୟା, ପାକସ୍ଥଳୀରୁ ରକ୍ତସ୍ରାବ ଏବଂ ହାଡ ଭଙ୍ଗା ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ନିରାପଦ ବୋଲି ବିଶ୍ୱାସ କରାଯାଏ ।[୩] ଏହା ଏକ ଇଲିଆଲ୍ ବାଇଲ୍ ଏସିଡ୍ ପରିବହନକାରୀ (ileal bile acid transporter/ ଆଇବିଏଟି) ନିରୋଧକ ଅଟେ ।[୧]

୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ମାରାଲିକ୍ସିବାଟ ଅନୁମୋଦିତ ହୋଇଥିଲା ।[୧] [୫] ୟୁରୋପରେ ଏହା ଏକ ଅନାଥ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଷ୍ଟ୍ରରେ ୯.୫ ମିଗ୍ରା/ମିଲି ଥିବା ୩୦ ମିଲି ଦ୍ରବଣର ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୫୪,୦୦୦ ଡଲାର ଥିଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Livmarli- maralixibat chloride solution". DailyMed. Archived from the original on 1 November 2021. Retrieved 31 October 2021.
  2. "Livmarli". Archived from the original on 25 October 2022. Retrieved 26 October 2022.
  3. ୩.୦ ୩.୧ "Maralixibat Monograph for Professionals". Drugs.com (in ଇଂରାଜୀ). Retrieved 26 October 2022.
  4. ୪.୦ ୪.୧ "Maralixibat". SPS - Specialist Pharmacy Service. 18 July 2019. Archived from the original on 25 September 2021. Retrieved 26 October 2022.
  5. "Maralixibat: FDA-Approved Drugs". U.S. Food and Drug Administration (FDA). Archived from the original on 30 September 2021. Retrieved 29 September 2021.
  6. "Livmarli Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 26 October 2022.