Jump to content

ମାନ୍ୟତା ଦତ୍ତ

ଉଇକିପିଡ଼ିଆ‌ରୁ
ମାନ୍ୟତା ଦତ୍ତ
ଜନ୍ମ
ଦିଲନାୱାଜ ଶେଖ

(1978-07-22) ୨୨ ଜୁଲାଇ ୧୯୭୮ (ବୟସ ୪୬)
ଜାତୀୟତା ଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ଉଦ୍ୟୋଗୀ
ସଞ୍ଜୟ ଦତ୍ତ ପ୍ରଡକ୍ସନ୍ସ ର( ସିଇଓ)
ବୈବାହିକ-ସାଥୀ(s)ସଞ୍ଜୟ ଦତ୍ତ, ୨୦୦୮
ସନ୍ତାନ

ମାନ୍ୟତା ଦତ୍ତ (ଜନ୍ମ ୨୨ ଜୁଲାଇ ୧୯୭୮), ଜଣେ ଭାରତୀୟ ଉଦ୍ୟୋଗୀ, ପୂର୍ବତନ ଅଭିନେତ୍ରୀ ତଥା ସଞ୍ଜୟ ଦତ୍ତ ପ୍ରଡକ୍ସନ୍ସର ବର୍ତ୍ତମାନର ସିଇଓ ଅଟନ୍ତି । ସେ ୨୦୦୮ ମସିହାରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ବିବାହ କରିଥିଲେ ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ମାନ୍ୟତା ଦତ୍ତ ୨୨ ଜୁଲାଇ ୧୯୭୮ ମସିହାରେ ମୁମ୍ବାଇରେ ଏକ ମୁସଲମାନ ପରିବାରରେ[] ଜନ୍ମଗ୍ରହଣ କରିଥିଲେ । ସେ ଦୁବାଇରେ ବଢିଥିଲେ । ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସାରା ଖାନ ନାମରେ ଜଣାଶୁଣା ।

ମାନ୍ୟତା ଗୋଆରେ ୭ ଫେବୃଆରୀ ୨୦୦୮ ମସିହାରେ ସଞ୍ଜୟ ଦତ୍ତଙ୍କୁ ବିବାହ କରିଥିଲେ ।[] ସେ କୋର୍ଟରେ ନିଜାର ବିବାହକୁ ବୈଧ କରିବା ପାଇଁ ଆର୍ଯ୍ୟ ସମାଜ ରୀତିନୀତି ମାଧ୍ୟମରେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ।[] ଦୁଇ ବର୍ଷ ପରେ ୨୧ ଅକ୍ଟୋବର ୨୦୧୦ ମସିହାରେ ସେ ଶାହରାନ୍ ନାମକ ଏକ ପୁତ୍ର ଏବଂ ଇକ୍ରା ନାମକ ଏକ କନ୍ୟା ସନ୍ତାନ ମାନଙ୍କୁ ଜନ୍ମ ଦେଇଥିଲେ ।[][]

ନିଜ ବିବାହ ପୂର୍ବରୁ ଏବଂ ଦତ୍ତଙ୍କୁ ଭେଟିବା ପୂର୍ବରୁ ମାନ୍ୟତା ହିନ୍ଦୀ ଚଳଚ୍ଚିତ୍ରରେ କାମ କରୁଥିଲେ ।

  1. Singh, Harneet (29 January 2009). "From performing item numbers to becoming Mrs. Dutt: Manyata". The Indian Express. Retrieved 30 May 2016.
  2. "Sanjay Dutt and Manyata's marriage is valid, rules court". Zee News. 28 May 2008. Retrieved 30 May 2016.
  3. Rao, Girish. "Sanjay Dutt weds>Manyata". Rediff. Retrieved 30 May 2016.
  4. "Looking at Bollywood's famous converts" (in ଇଂରାଜୀ). Rediff.com. 11 August 2011. Retrieved 3 August 2024.
  5. "Manyata Dutt delivers twins". The Times of India. 21 October 2010. Retrieved 30 May 2016.
  6. "Sanjay Dutt's twins watch 'Policegiri' with their mom Manyata". News 18. 3 July 2013. Retrieved 30 May 2016.