ମାନ୍ୟତା ଦତ୍ତ
ଦେଖଣା
ମାନ୍ୟତା ଦତ୍ତ | |
---|---|
ଜନ୍ମ | ଦିଲନାୱାଜ ଶେଖ ୨୨ ଜୁଲାଇ ୧୯୭୮ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ, ଉଦ୍ୟୋଗୀ |
ସଞ୍ଜୟ ଦତ୍ତ ପ୍ରଡକ୍ସନ୍ସ ର( ସିଇଓ) | |
ବୈବାହିକ-ସାଥୀ(s) | ସଞ୍ଜୟ ଦତ୍ତ, ୨୦୦୮ |
ସନ୍ତାନ | ୨ |
ମାନ୍ୟତା ଦତ୍ତ (ଜନ୍ମ ୨୨ ଜୁଲାଇ ୧୯୭୮), ଜଣେ ଭାରତୀୟ ଉଦ୍ୟୋଗୀ, ପୂର୍ବତନ ଅଭିନେତ୍ରୀ ତଥା ସଞ୍ଜୟ ଦତ୍ତ ପ୍ରଡକ୍ସନ୍ସର ବର୍ତ୍ତମାନର ସିଇଓ ଅଟନ୍ତି । ସେ ୨୦୦୮ ମସିହାରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ବିବାହ କରିଥିଲେ ।[୧]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ମାନ୍ୟତା ଦତ୍ତ ୨୨ ଜୁଲାଇ ୧୯୭୮ ମସିହାରେ ମୁମ୍ବାଇରେ ଏକ ମୁସଲମାନ ପରିବାରରେ[୨] ଜନ୍ମଗ୍ରହଣ କରିଥିଲେ । ସେ ଦୁବାଇରେ ବଢିଥିଲେ । ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସାରା ଖାନ ନାମରେ ଜଣାଶୁଣା ।
ମାନ୍ୟତା ଗୋଆରେ ୭ ଫେବୃଆରୀ ୨୦୦୮ ମସିହାରେ ସଞ୍ଜୟ ଦତ୍ତଙ୍କୁ ବିବାହ କରିଥିଲେ ।[୩] ସେ କୋର୍ଟରେ ନିଜାର ବିବାହକୁ ବୈଧ କରିବା ପାଇଁ ଆର୍ଯ୍ୟ ସମାଜ ରୀତିନୀତି ମାଧ୍ୟମରେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ।[୪] ଦୁଇ ବର୍ଷ ପରେ ୨୧ ଅକ୍ଟୋବର ୨୦୧୦ ମସିହାରେ ସେ ଶାହରାନ୍ ନାମକ ଏକ ପୁତ୍ର ଏବଂ ଇକ୍ରା ନାମକ ଏକ କନ୍ୟା ସନ୍ତାନ ମାନଙ୍କୁ ଜନ୍ମ ଦେଇଥିଲେ ।[୫][୬]
ନିଜ ବିବାହ ପୂର୍ବରୁ ଏବଂ ଦତ୍ତଙ୍କୁ ଭେଟିବା ପୂର୍ବରୁ ମାନ୍ୟତା ହିନ୍ଦୀ ଚଳଚ୍ଚିତ୍ରରେ କାମ କରୁଥିଲେ ।
ଆଧାର
[ସମ୍ପାଦନା]- ↑ Singh, Harneet (29 January 2009). "From performing item numbers to becoming Mrs. Dutt: Manyata". The Indian Express. Retrieved 30 May 2016.
- ↑ "Sanjay Dutt and Manyata's marriage is valid, rules court". Zee News. 28 May 2008. Retrieved 30 May 2016.
- ↑ Rao, Girish. "Sanjay Dutt weds>Manyata". Rediff. Retrieved 30 May 2016.
- ↑ "Looking at Bollywood's famous converts" (in ଇଂରାଜୀ). Rediff.com. 11 August 2011. Retrieved 3 August 2024.
- ↑ "Manyata Dutt delivers twins". The Times of India. 21 October 2010. Retrieved 30 May 2016.
- ↑ "Sanjay Dutt's twins watch 'Policegiri' with their mom Manyata". News 18. 3 July 2013. Retrieved 30 May 2016.