ମାନ୍ଦାମାରି
ଦେଖଣା
Mandamarri
మందమఱ్ఱి Kalyanikhani | |
|---|---|
town | |
| Country | |
| State | Telangana |
| District | Adilabad |
| Elevation | 188 m (617 ft) |
| Population (2010) | |
| • Total | ୬୫,୬୭୦ |
| Languages | |
| • Official | Telugu |
| Time zone | UTC+5:30 (IST) |
| PIN | 504231 |
| Telephone code | telephone code (STD) 08736 |
| ଯାନବାହାନ ପଞ୍ଚୀକରଣ | TS 01 |
ମାନ୍ଦାମାରି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଆଦିଲବଦ୍ ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାନ୍ଦାମାରି ସହରର ମୋଟ ଜନସଂଖ୍ୟା ୬୬୧୭୬ ଅଟେ ।[୧] ସେଥି ମଧ୍ୟରୁ ୫୧.୦୪% ଜଣ ପରୁଷ ହୋଇଥିବା ବେଳେ ୪୮.୯୬% ଜଣ ନାରୀ ଅଟନ୍ତି । ମାନ୍ଦାମାରିର ସାକ୍ଷରତା ହାର ୬୦.୯୫% ଅଟେ । ଏହା ଜାତୀୟ ହାରଠାରୁ ୩.୮୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୫୨% ପ୍ରତିଶତ ପୁରୁଷ ଓ ୨୫.୪୩% ନାରୀ ଅଟନ୍ତି । ୧୦.୪୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଭାଷା
[ସମ୍ପାଦନା]ତେଲୁଗୁ ମାନ୍ଦାମାରିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.