ମାନ୍ଦାପେତା
ଦେଖଣା
Mandapeta
మండపేట | |
|---|---|
Fields near Mandapeta | |
| ଦେଶ | India |
| ରାଜ୍ୟ | Andhra Pradesh |
| ଜିଲ୍ଲା | East Godavari |
| Elevation | 12 m (39 ft) |
| Population (2011)[୨] | |
| • Total | ୫୩,୬୩୩ |
| ଭାଷା | |
| • ସରକାରୀ | Telugu |
| Time zone | UTC+5:30 (IST) |
| PIN | 533308 |
| Telephone code | 91–8855 or 08855 |
| Website | http://www.mandapeta.in/ |
ମାନ୍ଦାପେତା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଏଅସ୍ତ୍ ଗୋଦବରି ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ମାନ୍ଦାପେତା ୧୬.୮୬୨୫ ଉତ୍ତର ଅକ୍ଷାଂଶ ଓ ୮୧.୯୨୯୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୫୨ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାନ୍ଦାପେତା ସହରର ମୋଟ ଜନସଂଖ୍ୟା ୪୭୧୧୫ ଅଟେ ।[୪] ସେଥି ମଧ୍ୟରୁ ୪୯.୮୩% ଜଣ ପରୁଷ ହୋଇଥିବା ବେଳେ ୫୦.୧୭% ଜଣ ନାରୀ ଅଟନ୍ତି । ମାନ୍ଦାପେତାର ସାକ୍ଷରତା ହାର ୬୨.୩୩% ଅଟେ । ଏହା ଜାତୀୟ ହାରଠାରୁ ୨.୫୧% ପ୍ରତିଶତ କମ ଅଟେ । ସେଥିରୁ ୩୨.୫୭% ପ୍ରତିଶତ ପୁରୁଷ ଓ ୨୯.୭୭% ନାରୀ ଅଟନ୍ତି । ୧୧.୩୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
[ସମ୍ପାଦନା]ତେଲୁଗୁ ମାନ୍ଦାପେତାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Elevation for Pedakurapadu". Veloroutes. Archived from the original on 5 March 2016. Retrieved 12 August 2014.
- ↑ "Census 2011". The Registrar General & Census Commissioner, India. Retrieved 11 August 2014.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.