ମାଜିଟର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ମାଜିଟର
CountryIndia
StateSikkim
DistrictEast
Time zoneUTC+5:30 (IST)

ମାଜିଟର ଭାରତୀୟ ରାଜ୍ୟ ସିକ୍କିମର ଏକ କ୍ଷୁଦ୍ର ଗ୍ରାମ । ଏହା ପୂର୍ବ ସିକ୍କିମର ରଙ୍ଗପୋ ସହରଠାରୁ 4 କିଲୋମିଟର ଦୂରରେ ଅବସ୍ଥିତ । 

ଏଠାରେ ବହୁଳ ସଂଖ୍ୟାରେ ନେପାଲୀ , ଭୁଟିଆ , ମରବାଦୀ , ବଙ୍ଗାଳୀ ରହିଥାନ୍ତି । ଏଠାରେ ସିକ୍କିମ ମଣିପାଲ ବିଶ୍ୱବିଦ୍ୟାଳୟ ଥିବାରୁ ଦେଶର ସବୁ ଅଞ୍ଚଳର ଛତ୍ରମାନେ ଆସି ଆବାସିକ ଭାବରେ ରହିଥାନ୍ତି । ଏଠାରେ ବହୁ ସଂଖ୍ୟାରେ ନେପାଲୀ ଅଧିବାସୀ ଥିବାରୁ ନେପାଲୀ ଭାଷା ବେଶୀ ବ୍ୟବହାର ହେଇଥାଏ । ଏହା ବ୍ଯତୀତ ହିନ୍ଦୀ ମଧ୍ୟ ପ୍ରଚଳିତ । 

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ମାଜିଟର 27°11′22″N 88°29′52″E / 27.1894°N 88.4978°E / 27.1894; 88.4978.ଠାରେ ଅବସ୍ଥିତ ।ଏହା ସମୁଦ୍ରପତ୍ତନଠାରୁ 660 ଫୁଟ ଉପରେ ରହିଛି ଓ ଏଠାକାର ଜଳବାଯୁ ନାତିଶୀତୋସ୍ମ ରହିଥାଏ ।  

ସିକ୍କିମ ମଣିପାଲ ବିଶ୍ୱବିଦ୍ୟାଳୟ [ସମ୍ପାଦନା]

ସାରା ଭାରତରେ ବିଭିନ୍ନ ସହରରେ ଦୁରନ୍ତ ଶିକ୍ଷା ପାଇଁ ସୁଯୋଗ ପ୍ରଦାନ କରୁଥିବା ବେସରକାରୀ ସିକ୍କିମ ମଣିପାଲ ବିଶ୍ୱବିଦ୍ୟାଳୟର ମୁଖ୍ୟ କେମ୍ପାସ ମାଜିଟରଠାରେ ରହିଛି । ଅରଣ୍ୟର ସବୁଜିମା ଘେରା ସ୍ଥାନରେ ଏହାର ସୁଦୃଶ୍ୟ ପରିସର ଭିତରେ ସାରା ଦେଶରୁ ଆସି ଛତ୍ର ଛାତ୍ରୀମାନେ ଶିକ୍ଷ୍ୟ ନେଇଥାନ୍ତି । ସେଠାରେ ଇଂଜିନିଯରିଂ , ମେଡିକାଲ ସମେତ ଅନ୍ୟ ବାଇସେୟିକ ତଥା ପ୍ରଯୁକ୍ତିକ ବିଦ୍ୟା ପାଇଁ ଡିଗ୍ରୀ ପ୍ରଦାନର ବ୍ୟବସ୍ଥା ଥାଏ । [୧]

ରେଳ ସଂଯୋଗ [ସମ୍ପାଦନା]

ସେଭାକୋଠାରୁ ଏଠାକୁ ଏକ ରେଳ ଏକ୍ସଟେନସନ କାର୍ଯ୍ୟ ବର୍ତ୍ତମାନ ଅଗ୍ରଗତି କରୁଛି । [୨]


References[ସମ୍ପାଦନା]

  1. campus, located in the village of Majitar in the north-eastern state of Sikkim. https://www.google.co.in/webhp?sourceid=chrome-instant&ion=1&espv=2&ie=UTF-8#q=sikkim+manipal+university+campus+locations
  2. "North Bengal-Sikkim Railway Link". Railway Technology. 2011-06-15. Retrieved 2012-07-21.