ମାଇପୋମର୍ସନ
Clinical data | |
---|---|
Trade names | Kynamro |
Synonyms | ISIS 301012 |
AHFS/Drugs.com | monograph |
Pregnancy category |
|
Routes of administration | Subcutaneous injection |
Legal status | |
Legal status |
|
Pharmacokinetic data | |
Protein binding | ≥90% |
Metabolism | Nucleases |
Elimination half-life | 1–2 months |
Excretion | <4% in urine in 24 hours |
Identifiers | |
| |
Chemical and physical data | |
Formula | C230H305N67Na19O122P19S19 |
Molar mass | ୭,୫୯୪.୭୬ g·mol−1 |
3D model (JSmol) | |
| |
|
ମାଇପୋମର୍ସନ (ଇଂରାଜୀ ଭାଷାରେ Mipomersen), କିନାମ୍ରୋ ଏହାର ଏକ ବେପାର ନାମ, ହେଉଛ ଏକ ଔଷଧ ଯାହା ହୋମୋଜାଇଗସ୍ ପାରିବାରିକ ହାଇପରକୋଲେଷ୍ଟେରୋମିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ହୃଦଘାତ କିମ୍ବା ମୃତ୍ୟୁର ସାମଗ୍ରିକ ବିପଦ ଉପରେ ଏହାର ପ୍ରଭାବ ଅସ୍ପଷ୍ଟ ଅଛି ।[୧] ଅନ୍ୟ କେତେକ ପ୍ରକାରର ଉଚ୍ଚ କୋଲେଷ୍ଟେରଲର ଉପକାର ଅଜ୍ଞାତ ଅଟେ ।[୧] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାଣ, ଅଇ, ମୁଣ୍ଡବିନ୍ଧା, ଯକୃତ ସମସ୍ୟା, ଜ୍ୱର, ଉଚ୍ଚ ରକ୍ତଚାପ ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡିମା ଓ ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୧] ଏହା ଡିଏନ୍ଏର ଏକ କ୍ଷୁଦ୍ର ଖଣ୍ଡ, ଯାହା ଆଣ୍ଟିସେନ୍ସ ଓଲିଗୋନ୍ୟୁକ୍ଲିଓଟାଇଡ ଭାବରେ ଜଣାଶୁଣା, ଯାହା ଆପୋଲିପୋପ୍ରୋଟେନ୍-ବି ଉତ୍ପାଦନକୁ ଅବରୋଧ କରିଥାଏ ।[୨]
୨୦୧୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମାଇପୋମର୍ସନ ଅନୁମୋଦିତ ହୋଇଥିଲା ।[୧] ୟୁରୋପରେ ଏହାର ଉପକାର ଅପେକ୍ଷା ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ଚିନ୍ତା ହେତୁ ୨୦୧୩ରେ ଏହାକୁ ଅନୁମୋଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହାର ଏକ ବର୍ଷର ମୂଲ୍ୟ ପ୍ରାୟ ୪୦୭,୦୦୦ ଡଲାର ।[୩]
ଆଧାର
- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Mipomersen Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 18 November 2021.
- ↑ ୨.୦ ୨.୧ "Kynamro". Archived from the original on 8 March 2021. Retrieved 18 November 2021.
- ↑ "Kynamro Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 18 November 2021.