ମାଇଟୋମାଇସିନ ସି

ଉଇକିପିଡ଼ିଆ‌ରୁ
ମାଇଟୋମାଇସିନ ସି
Clinical data
Trade namesMitosol, Mutamycin, Jelmyto, others
SynonymsMitomycin, UGN-101
AHFS/Drugs.commonograph
MedlinePlusa682415
data
Pregnancy
category
Routes of
administration
Intravenous, topical
Legal status
Legal status
Pharmacokinetic data
MetabolismLiver
Elimination half-life8–48 min
Identifiers
  • {11-Amino-7-methoxy-12-methyl-10,13-dioxo-2,5-diazatetracyclo[7.4.0.02,7.04,6]trideca-1(9),11-dien-8-yl}methyl carbamate
ECHA InfoCard100.000.008 Edit this at Wikidata
Chemical and physical data
FormulaC15H18N4O5
Molar mass୩୩୪.୩୩ g·mol−1
3D model (JSmol)
Melting point360 °C (680 °F)
Solubility in water8.43 g L−1 mg/mL (20 °C)
  • CC1=C(C(=O)C2=C(C1=O)N3C[C@H]4[C@@H]([C@@]3([C@@H]2COC(=O)N)OC)N4)N
  • InChI=1S/C15H18N4O5/c1-5-9(16)12(21)8-6(4-24-14(17)22)15(23-2)13-7(18-13)3-19(15)10(8)11(5)20/h6-7,13,18H,3-4,16H2,1-2H3,(H2,17,22)/t6-,7+,13+,15-/m1/s1 checkY
  • Key:NWIBSHFKIJFRCO-WUDYKRTCSA-N

,

ମାଇଟୋମାଇସିନ ସି, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ମ୍ୟୁଟାମାଇସିନ, ହେଉଛି ଏକ ଔଷଧ ଯାହା ମୂତ୍ରାଶୟ କର୍କଟ, ସ୍ତନ କର୍କଟ, ଅଗ୍ନାଶୟ କର୍କଟ ଏବଂ ଅଣ-ଛୋଟ କୋଷ ଫୁସଫୁସ କର୍କଟ (NSCLC) ସହିତ ଇତ୍ୟାଦି କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ, କାଶ, ରକ୍ତସ୍ରାବ, ଥକାପଣ, ଅଇ, ରାସ ଏବଂ କମ ପ୍ଲାଟେଲେଟ୍ ଅନ୍ତର୍ଭୁକ୍ତ | [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କେଶ ଝଡ଼ିବା, ଜ୍ୱର, ହେମୋଲାଇଟିକ-ୟୁରିମିକ୍ ସିଣ୍ଡ୍ରୋମ ଏବଂ ଯକୃତ ସମସ୍ୟା ହୋଇପାରେ ।[୨] [୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ମାଇଟୋମାଇସିନ ପରିବାରର ଏକ ସଦସ୍ୟ ।[୪]

ମାଇଟୋମାଇସିନ ସି ୧୯୫୮ ମସିହାରେ ପ୍ରସ୍ତୁତ ହୋଇଥିଲା । [୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା 40 ମିଗ୍ରାର ମୂଲ୍ୟ ୭୬ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୩୦ ଡଲାର ଅଟେ ।[୫] ଏହା ସ୍ଟ୍ରେପ୍ଟୋମାଇସେସ କେସପିଟୋସସରୁ

(Streptomyces caespit।osus) ପ୍ରସ୍ତୁତ ହୁଏ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Mitomycin (Mutamycin) Use During Pregnancy". Drugs.com. 19 August 2019. Archived from the original on 22 October 2020. Retrieved 15 April 2020.
  2. ୨.୦ ୨.୧ ୨.୨ ୨.୩ ୨.୪ BNF 81: March-September 2021. BMJ Group and the Pharmaceutical Press. 2021. p. 964. ISBN 978-0857114105.
  3. ୩.୦ ୩.୧ ୩.୨ "Mitomycin Monograph for Professionals". Drugs.com (in ଇଂରାଜୀ). Archived from the original on 6 March 2021. Retrieved 18 November 2021.
  4. ୪.୦ ୪.୧ Advances in Molecular Toxicology (in ଇଂରାଜୀ). Elsevier. 6 December 2012. p. 244. ISBN 978-0-444-59402-0. Archived from the original on 19 November 2021. Retrieved 18 November 2021.
  5. "Mitomycin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 12 August 2020. Retrieved 18 November 2021.