ମହମ୍ମଦ ମୋକିମ୍

ଉଇକିପିଡ଼ିଆ‌ରୁ
(ମହମ୍ମଦ ମୋକିମରୁ ଲେଉଟି ଆସିଛି)
ମହମ୍ମଦ ମୋକିମ୍
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀଦେବାଶିଷ ସାମନ୍ତରାୟ
ନିର୍ବାଚନ ମଣ୍ଡଳୀବାରବାଟି-କଟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1965-07-03) ୩ ଜୁଲାଇ ୧୯୬୫ (ବୟସ ୫୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଫିର୍‌ଦୌସିଆ ବନୋ
ବାପା/ବୋଉମହମ୍ମଦ ନୟୀମ୍ (ବାପା)
ବୃତ୍ତିରାଜନୀତିଜ୍ଞ

ମହମ୍ମଦ ମୋକିମ୍ (ଜନ୍ମ: ୩ ଜୁଲାଇ ୧୯୬୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିର ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ମୋକିମ୍ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାରବାଟି-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ମହମ୍ମଦ ମୋକିମ୍ ୧୯୬୫ ମସିହାର ଜୁଲାଇ ମାସ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମହମ୍ମଦ ନୟୀମ୍ ଏବଂ ପତ୍ନୀଙ୍କ ନାମ ଫିର୍‌ଦୌସିଆ ବନୋ ।[୧] ମୋକିମ୍‌ଙ୍କର ଶିକ୍ଷାଗତ ଯୋଗ୍ୟତା ଇଞ୍ଜିନିୟରିଂରେ ସ୍ନାତକ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ମହମ୍ମଦ ମୋକିମ୍ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Mohammed Moquim". odishaassembly.nic.in. Odisha Assembly. Retrieved 13 March 2020.