ମର୍ଦ୍ଦକୋଟ
ଦେଖଣା
ମର୍ଦ୍ଦକୋଟ | |
|---|---|
ଗାଁ | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ଗଞ୍ଜାମ |
| ପଞ୍ଚାୟତ ସମିତି | ବେଗୁନିଆପଡା |
| ଗ୍ରାମ ପଞ୍ଚାୟତ | ମର୍ଦ୍ଦକୋଟ |
| ତହସିଲ | କୋଦଳା |
| Population (୩୦୧୦) | |
| • Total | ୨୦୦୧ |
| Time zone | IST (+୫.୩୦) |
| ଡାକ କୋଡ଼ | ୭୬୧୦୩୨[୧] |
| Area code | +୦୬୮୧୦ |
| ଯାନବାହାନ ପଞ୍ଚୀକରଣ | OD/୦୭ |
ମର୍ଦ୍ଦକୋଟ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବେଗୁନିଅପଡା ବ୍ଲକ ଅନ୍ତର୍ଗତ ଏକ ଗ୍ରାମ । ଏହି ଗାଆଁଟି ଓଡ଼ିଶାର କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ଗମନାଗମନ
[ସମ୍ପାଦନା]ଏହା ଜିଲ୍ଲାର ସଦର ମହକୁମା ଛତରପୁରଠାରୁ ମାତ୍ର ୪୮ କି.ମି. ଦୂରରେ ଅବସ୍ଥିତ ।
ଶିକ୍ଷା
[ସମ୍ପାଦନା]ଏହି ଗ୍ରାମରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ହରିହର ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ଅଛି ।
ସଂସ୍କୃତି
[ସମ୍ପାଦନା]ଏହି ଗାଆଁର ଆରମ୍ଭରେ ଏକ ଜଗନ୍ନାଥ ମନ୍ଦିର ଅଛି । ଏଠି ସହିତ ମା ବହୂତୀ ମନ୍ଦିର ଓ ନୀଳକଣ୍ଠେଶ୍ୱର ମନ୍ଦିର ଅବସ୍ଥିତ । ଏଠାରେ ପ୍ରତିବର୍ଷ ମେରୁ ପର୍ବ / ସଙ୍କରାନ୍ତି ଅନୁଷ୍ଠିତ ହୋଇଥାଏ ।
ଆଧାର
[ସମ୍ପାଦନା]http://ganjam.nic.in/GanjamCensus.htm#beguniapada
| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |