ମନୀଷା ପନ୍ନା

ଉଇକିପିଡ଼ିଆ‌ରୁ
ମନୀଷା ପନ୍ନା
Personal information
Date of birth (1991-04-20) ୨୦ ଅପ୍ରେଲ ୧୯୯୧ (ବୟସ ୩୨)
Place of birth ଓଡ଼ିଶା
Playing position ମିଡ଼ଫିଲ୍ଡର
Club information
Current team
ରାଇଜିଂ ଷ୍ଟୁଡେଣ୍ଟ୍ କ୍ଲବ୍
Number 7
Senior career*
Years Team Apps (Gls)
୨୦୧୬– ବର୍ତ୍ତମାନ ରାଇଜିଂ ଷ୍ଟୁଡେଣ୍ଟ୍ କ୍ଲବ୍ ୧୧ (୧)
Total ୧୧ (୧)
National team
୨୦୧୫– ବର୍ତ୍ତମାନ ଭାରତ ୧୦ (୦)

* Senior club appearances and goals counted for the domestic league only.


ମନୀଷା ପନ୍ନା (ଜନ୍ମ ୨୦ ଅପ୍ରେଲ୍ ୧୯୯୧) ଜଣେ ଭାରତୀୟ ଫୁଟ୍‌ବଲ୍ ଖେଳାଳୀ, ଯେ ଭାରତୀୟ ମହିଳା ଜାତୀୟ ଫୁଟ୍‌ବଲ୍ ଦଳରେ ମିଡ଼ଫିଲ୍ଡର ଭାବେ ଖେଳନ୍ତି ।[୧] ସେ ୨୦୧୫-୧୬ ଏଏଫ୍‌ସି ମହିଳା ଅଲିମ୍ପିକ୍ ଯୋଗ୍ୟତା ପ୍ରତିଯୋଗିତା ପର୍ଯ୍ୟାୟ ଦଳର ସେ ସଦସ୍ୟ ଥିଲେ ।[୨] ସେ ଭାରତର ଓଡ଼ିଶା ପାଇଁ କ୍ଲବ୍ ପର୍ଯ୍ୟାୟରେ ଖେଳିଥିଲେ ।

ଆନ୍ତର୍ଜାତୀୟ[ସମ୍ପାଦନା]

ସେ ୨୦୧୫ରୁ ଭାରତୀୟ ଦଳ ତରଫରୁ ଖେଳିଆସୁଛନ୍ତି । ସେ ଜାତୀୟ ଦଳରେ ଡିଫେଣ୍ଡର୍ ଭାବେ ଖେଳନ୍ତି । ଆରମ୍ଭ କରିବା ପରେ ସେ ଜାତୀୟ ଦଳରେ ନିୟମିତ ଭାବେ ସ୍ଥାନ ପାଇ ଆସୁଛନ୍ତି । ସେ ପ୍ରଥମେ ୨୦୧୫-୧୬ ଏଏଫ୍‌ସି ମହିଳା ଅଲିମ୍ପିକ୍ ଯୋଗ୍ୟତା ପ୍ରତିଯୋଗିତାରେ ଖେଳିଥିଲେ । ପରେ ସେ ଉଭୟ ଦକ୍ଷିଣ ଏସୀୟ କ୍ରୀଡ଼ା୨୦୧୬ ସାଫ୍ ମହିଳା ପ୍ରତିଯୋଗିତାରେ ଖେଳିଥିଲେ ଓ ଉଭୟପ୍ରତିଯୋଗିତା ଜିତିଥିଲେ ମଧ୍ଧ୍ୟ ।

ଆଧାର[ସମ୍ପାଦନା]

  1. Pani, Sanatan. "Orisports.com".
  2. WOMEN`S OLYMPIC FOOTBALL TOURNAMENT 2016 the-afc.com