ମଧୁସୂଦନ
Appearance
ଆପଣ ଖୋଜୁଥିବା ପ୍ରସଙ୍ଗଟି ତଳଲିଖିତ ପ୍ରସଙ୍ଗମାନଙ୍କ ଭିତରୁ ଗୋଟିଏ ହେଇଥାଇ ପାରେ:
- ମଧୁସୂଦନ ହିନ୍ଦୁ ଦେବତା ବିଷ୍ଣୁଙ୍କ ଅନ୍ୟ ଏକ ନାମ
ବ୍ୟକ୍ତି:
- ମଧୁସୂଦନ ଦାସ (୧୮୪୮- ୧୯୩୪), ମଧୁବାବୁ ଭାବେ ପରିଚିତ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଦେଶାତ୍ମବୋଧକ କବି ।
- ମଧୁସୂଦନ ରାଓ (୧୮୫୩- ୧୯୧୨), ଭକ୍ତକବି ଭାବେ ପରିଚିତ ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ।
- ମଧୁସୂଦନ ପତି (୧୯୪୧-), ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ ଓଡ଼ିଆ ସାହିତ୍ୟିକ ଓ ଅଧ୍ୟାପକ ।
ଏହି ବହୁବିକଳ୍ପ ପୃଷ୍ଠାରେ ଏକା ନାଆଁ ଥିବା ଲେଖାଗୁଡ଼ିକର ତାଲିକା ଦିଆଗଲା । ଯଦି ପୃଷ୍ଠା ଭିତରର ଲିଙ୍କଟିଏ ଆପଣଙ୍କୁ ଏଠାକୁ ବାଟ କଢ଼ାଇଲା, ଆପଣ ଏହି ଉପର ଲିଙ୍କରୁ ଖୋଜୁଥିବା ଲେଖାଟି ପାଇ ପାରନ୍ତି । |