ଭେଦ

ଉଇକିପିଡ଼ିଆ‌ରୁ
ଭେଦ  
ଲେଖକଅଖିଳ ନାୟକ
ଅନୁବାଦକରାଜକୁମାର
ଦେଶଭାରତ
ଭାଷାଓଡ଼ିଆ
ପ୍ରକାଶକଡୁଡୁଲୀ ପ୍ରକାଶନୀ
ISBN978-8-18-909853-7
OCLC ନମ୍ବର983824601
LC Classification20406740

ଭେଦ ଓଡ଼ିଆ ଔପନ୍ୟାସିକ ଅଖିଳ ନାୟକଙ୍କ ରଚିତ ଓ ୨୦୧୦ ମସିହାରେ ପ୍ରକାଶିତ ଏକ ଓଡ଼ିଆ ଉପନ୍ୟାସ । ଭେଦକୁ ଓଡ଼ିଆ ଭାଷାର ପ୍ରଥମ ଦଳିତ ଉପନ୍ୟାସ ଭାବେ ବିବେଚନା କରାଯାଏ ।[୧] ଏହି ଉପନ୍ୟାସର ପୃଷ୍ଠଭୂମି କଳାହାଣ୍ଡି ଜିଲ୍ଲାରେ ବାସକରୁଥିବା ଦଳିତ ଚରିତ୍ର ଓ ସେମାନଙ୍କ ଉପରେ ବ୍ରାହ୍ମଣ ଓ ଅନ୍ୟ ଆଧିପତ୍ୟ ବିସ୍ତାରକାରୀ ଜାତିର ପ୍ରତାଡ଼ନାକୁ ଭିତ୍ତିକରି ରଚିତ । ଭେଦ ଇଂରାଜୀ ଓ ମାଲାୟାଲାମ ତଥା ଅନ୍ୟାନ୍ୟ ପ୍ରମୁଖ ଭାରତୀୟ ଭାଷାରେ ଅନୂଦିତ ହୋଇଛି ।[୨] ୨୦୧୦ ମସିହାରେ ରାଜକୁମାର ଏହି ଉପନ୍ୟାସଟିର ଇଂରାଜୀ ଅନୁବାଦ କରିଥିଲେ [୩] ଓ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ ଏହାକୁ ପ୍ରକାଶନ କରିଥିଲା ।[୪] ସେ ଏହି ଉପନ୍ୟାସ ପାଇଁ ସେ ବେଷ୍ଟ ସେଲର ପୁରସ୍କାର ପାଇଥିଲେ ।[୫] ଭୁବନେଶ୍ୱରସ୍ଥିତ ଡୁଡୁଲୀ ପ୍ରକାଶନୀ ଏହା ୮୮ ପୃଷ୍ଠା ସମ୍ବଳିତ ପୁସ୍ତକକୁ ପ୍ରକାଶ କରିଥିଲା ।[୬]

ଆଧାର[ସମ୍ପାଦନା]

  1. Joshil K. Abhraham & Judith Misrahi-Barak (2016). Dalit Literatures in India. New Delhi: Routledge. ISBN 978-1-138-89194-4. Retrieved 1 December 2021.
  2. "ଅଖିଳ ନାୟକଙ୍କ କବିତା ସଂକଳନ 'ଖେତ ପୁରାଣ' ପ୍ରକାଶିତ | Sambad". 2021-03-11. Retrieved 2022-03-17.
  3. "କବି ଅଖିଳ ନାୟକଙ୍କ ପରଲୋକ". www.batoi.com. Retrieved 2022-03-17.
  4. "ପରଲୋକରେ ବିଶିଷ୍ଟ କବି ଅଖିଳ ନାୟକ". OdiaBarta.in. 2021-11-14. Retrieved 2022-03-17.
  5. "ଆରପାରିରେ କବି ଅଖିଳ ନାୟକ | Sambad". 2021-11-14. Retrieved 2022-03-17.
  6. "VTLS Chameleon iPortal Full Record". opac.nationallibrary.gov.in. Retrieved 2022-03-17.