Jump to content

ଭେଡୋଲିଜୁମାବ

ଉଇକିପିଡ଼ିଆ‌ରୁ
ଭେଡୋଲିଜୁମାବ
Monoclonal antibody
TypeWhole antibody
SourceHumanized
TargetIntegrin α4β7
Clinical data
Pronunciationve doe liz' ue mab
Trade namesEntyvio
AHFS/Drugs.commonograph
MedlinePlusa614034
data
Pregnancy
category
  • AU: B2
  • US: B (No risk in non-human studies)
    Routes of
    administration
    Intravenous
    Legal status
    Legal status
    Chemical and physical data
    FormulaC6528H10072N1732O2042S42
    Molar mass୧,୪୬,୮୩୬.୯୯ g·mol−1
      (verify)

    ଭେଡୋଲିଜୁମାବ, ଏକ ବିକ୍ରୟ ନାମ ଏଣ୍ଟିଭିଓ, ଏକ ଔଷଧ ଯାହା ମଧ୍ୟମରୁ ଗୁରୁତର ଅଲସରେଟିଭ କୋଲାଇଟିସ କିମ୍ବା କ୍ରନ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯାହା ଅନ୍ୟ କୌଣସି ଚିକିତ୍ସାରେ ଉପଶମ ହୁଏ ନାହିଁ ।[୩] ଏହା ଇଞ୍ଜେକସନ ଆକାରରେ ଶିରା ମଧ୍ୟରେ ଧୀରେ ଧୀରେ ଦିଆଯାଏ ।[୩]ଏହି ଔଷଧର ପ୍ରତିରୋଧ ଶକ୍ତି ବିକଶିତ ହୋଇପାରେ ।[୪]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ଅଇ, ଜ୍ୱର ଏବଂ ସାଇନୁସାଇଟିସ ହୋଇପାରେ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, ସଂକ୍ରମଣ ଏବଂ ପ୍ରଗତିଶୀଳ ମଲ୍ଟିଫୋକାଲ ଲିଉକୋଏନସେଫାଲୋପାଥି ହୋଇପାରେ ।[୪] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟେଗ୍ରିନ α4 β7 (ଏଲପିଏଏମ-୧, ଲିମ୍ଫୋସାଇଟ୍ ପେୟର ପ୍ୟାଚ୍ ଆଡ‌ହେସନ ଅଣୁ 1) ସହିତ ବନ୍ଧନଯୁକ୍ତ ହେବା ଫଳରେ ପ୍ରଦାହ କମିଯାଏ ।[୪] [୩]

    ୨୦୧୪ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭେଡୋଲିଜୁମାବ ଅନୁମୋଦିତ ହୋଇଥିଲା ।[୪] [୫] ଯୁକ୍ତରାଜ୍ୟରେ ଏହାର ମୂଲ୍ୟ ଏକ ମାତ୍ରା ପିଛା ପ୍ରାୟ ୨,୦୫୦ ପାଉଣ୍ଡ ଅଟେ ।[୩] ଯୁକ୍ତରାଷ୍ଟ୍ରରେ ୨୦୨୦ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୬,୭୦୦ ଡଲାର କିମ୍ବା ବର୍ଷକୁ ପ୍ରାୟ ୪୦,୪୦୦ ଡଲାର ଅଟେ ।[୬] ୨୦୧୬ ସୁଦ୍ଧା କାନାଡାରେ ଏହାର ମୂଲ୍ୟ ବର୍ଷକୁ ପ୍ରାୟ ୨୧,୫୦୦ ସିଏଡି ଅଟେ ।[୭]

    1. ↑ "Entyvio- vedolizumab injection, powder, lyophilized, for solution". DailyMed. 3 April 2020. Archived from the original on 21 October 2020. Retrieved 12 October 2020.
    2. ↑ "Entyvio EPAR". European Medicines Agency (EMA). Archived from the original on 13 October 2020. Retrieved 12 October 2020.
    3. 1 2 3 4 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 50. ISBN 978-0-85711-369-6.{{cite book}}: CS1 maint: date format (link)
    4. 1 2 3 4 5 "Vedolizumab Monograph for Professionals". Drugs.com (in ଇଂରାଜୀ). Archived from the original on 5 July 2018. Retrieved 13 September 2021.
    5. ↑ "Vedolizumab". Archived from the original on 13 October 2020. Retrieved 13 September 2021.
    6. ↑ "How much does Entyvio cost per month?". Drugs.com (in ଇଂରାଜୀ). Retrieved 13 September 2021.
    7. ↑ "Entyvio (vedolizumab)" (PDF). December 2016. Archived (PDF) from the original on 18 October 2018. Retrieved 13 September 2021.