ଭୀମବନ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ
ଦେଖଣା
Bhimbandh Wildlife Sanctuary
Bhimbandh Bihar | |
|---|---|
Wildlife sanctuary | |
| Country | |
| State | Bihar |
| District | Munger district |
| Established | 1976 |
| Area | |
| • ସମୁଦାୟ | 681.99 km2 (263.32 sq mi) |
| Elevation | 80 m (260 ft) |
| Languages | |
| Time zone | UTC+5:30 (IST) |
| Nearest city | Jamui |
| Precipitation | 2,220 millimetres (87 in) |
ଭୀମବନ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ ,ଭାରତୀୟ ରାଜ୍ୟ ବିହାରର ଦକ୍ଷିଣ ପଶ୍ଚିମରେ ଥିବା ମୁଙ୍ଗେର ଜିଲ୍ଲାରେ ଅବସ୍ଥିତ ।
ବ୍ୟୁପତ୍ତି
[ସମ୍ପାଦନା]ମହାଭାରତ ଅନୁସାରେ ଭୀମା ଏଠାରେ ଏକ ବନ୍ଧ ନିର୍ମାଣ କରିଥିଲେ ବୋଲି ଉଲ୍ଲେଖ । ସେହି ଅନୁସାରେ ଏହାକୁ ଭୀମବନ୍ଧ କୁହାଯାଇଥାଏ ।
ଭୌଗୋଳିକ ସ୍ଥିତି
[ସମ୍ପାଦନା]ମୁଙ୍ଗେର ଜିଲ୍ଲାର ଦକ୍ଷିଣ ଅଞ୍ଚଳରେ ଭୀମଗଡ ବନ୍ୟପ୍ରାଣୀ ଅଭୟାରଣ୍ୟ ଅବସ୍ଥିତ । ଏହାର ଅରଣ୍ୟର ଆୟତନ 681.99 ବର୍ଗ କିଲୋମିଟର ଓ ଏହା ଖଡଗପୁର ପାର୍ବତ୍ଯ ରେଞ୍ଜ ମଧ୍ୟରେ ରହିଛି । ମୁଙ୍ଗେରଠାରୁ ଏହା 56 କିଲୋମିଟର ଦୂର । ଏହାର ନିକଟତମ ରେଳଷ୍ଟେସନ ଜାମୁଇ ଓ ଏହା ଏଠାରୁ 20 କିଲୋମିଟର ଦୂରରେ ଅବସ୍ଥିତ । ,[୧] ପାଟଣା ବିମାନ ବନ୍ଦରଠାରୁ ଏହା 200 କିଲୋମିଟର ଦୁରବର୍ତୀ । [୨]
ଜଳବାୟୁ
[ସମ୍ପାଦନା]ଏଠାକାର ଜଳବାଯୁ ସାଧାରଣ ରହିଥାଏ । ବାର୍ଷିକ ବୃଷ୍ଟିପାତ 1146 ମିଲିମିଟର ହାରାହାରି ହେଇଥାଏ ।
ବାହାର ଲିଙ୍କ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Wildlife Sanctuaries in Bihar, National Parks of Bihar". Mapsofindia.com. 2013-04-05. Retrieved 2015-12-24.
- ↑ "ଆର୍କାଇଭ୍ କପି". Archived from the original on 2009-04-10. Retrieved 2016-12-14.
{{cite web}}: Cite has empty unknown parameter:|1=(help)