ଭିମୁନିପାଟନମ୍
ଦେଖଣା
Bheemunipatnam
భీమునిపట్నం Bheemili | |
|---|---|
Hilltopview of Bheemunipatnam (bhimili) town | |
| ଦେଶ | India |
| ରାଜ୍ୟ | Andhra Pradesh |
| Region | coastal andhra |
| ଜିଲ୍ଲା | Visakhapatnam |
| Area | |
| • ସମୁଦାୟ | 18.88 km2 (7.29 sq mi) |
| Population (2011)[୧] | |
| • Total | ୫୪,୮୬୫ |
| • Density | 2,900/km2 (7,500/sq mi) |
| ଭାଷା | |
| • ସରକାରୀ | Telugu |
| Time zone | UTC+5:30 (IST) |
| PIN | 531 xxx |
| ଯାନବାହାନ ପଞ୍ଚୀକରଣ | AP–31 |
| Sex ratio | 1:1 ♂/♀ |
| Website | Bheemunipatnam Municipality |
ଭିମୁନିପାଟନମ୍ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ବିସଖପତ୍ନମ୍ ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭିମୁନିପାଟନମ୍ ସହରର ମୋଟ ଜନସଂଖ୍ୟା ୪୪୧୫୬ ଅଟେ ।[୨] ସେଥି ମଧ୍ୟରୁ ୪୯.୦୫% ଜଣ ପରୁଷ ହୋଇଥିବା ବେଳେ ୫୦.୯୫% ଜଣ ନାରୀ ଅଟନ୍ତି । ଭିମୁନିପାଟନମ୍ର ସାକ୍ଷରତା ହାର ୫୯.୯୯% ଅଟେ । ଏହା ଜାତୀୟ ହାରଠାରୁ ୪.୮୫% ପ୍ରତିଶତ କମ ଅଟେ । ସେଥିରୁ ୩୨.୬୮% ପ୍ରତିଶତ ପୁରୁଷ ଓ ୨୭.୩୧% ନାରୀ ଅଟନ୍ତି । ୧୧.୦୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ତେଲୁଗୁ ଭିମୁନିପାଟନମ୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Basic Information of Municipality". Commissioner & Director of Municipal Administration. Archived from the original on 7 July 2012. Retrieved 23 August 2014.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.