ଭିବେଗ୍ରନ

ଉଇକିପିଡ଼ିଆ‌ରୁ
ଭିବେଗ୍ରନ
Clinical data
Trade namesGemtesa
SynonymsRVT-901; MK4618; KRP114V; URO-901
AHFS/Drugs.commonograph
data
Routes of
administration
By mouth
Legal status
Legal status
Pharmacokinetic data
Protein binding49.6 to 51.3% is bound to plasma proteins [୨]
MetabolismPredominantly oxidation and glucuronidation [୨]
Elimination half-life60 to 70 hours [୨]
Excretion59% feces (54% of this is in the unchanged parent drug form), 20% urine (19% of this is in the unchanged parent drug form) [୩]
Identifiers
  • (6S)-N-[4-[[(2S,5R)-5-[(R)-hydroxy(phenyl)methyl]pyrrolidin-2-yl]methyl]phenyl]-4-oxo-7,8-dihydro-6H-pyrrolo[1,2-a]pyrimidine-6-carboxamide
ECHA InfoCard100.210.547 Edit this at Wikidata
Chemical and physical data
FormulaC26H28N4O3
Molar mass୪୪୪.୫୪ g·mol−1
3D model (JSmol)
  • O=C(Nc1ccc(C[C@@H]2CC[C@H]([C@H](O)c3ccccc3)N2)cc1)[C@@H]1CCc2nccc(=O)n21
  • InChI=1S/C26H28N4O3/c31-24-14-15-27-23-13-12-22(30(23)24)26(33)29-19-8-6-17(7-9-19)16-20-10-11-21(28-20)25(32)18-4-2-1-3-5-18/h1-9,14-15,20-22,25,28,32H,10-13,16H2,(H,29,33)/t20-,21+,22-,25+/m0/s1
  • Key:DJXRIQMCROIRCZ-XOEOCAAJSA-N

ଭିବେଗ୍ରନ (ଇଂରାଜୀ ଭାଷାରେ Vibegron), ଜେମେଟା ତାହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଅତିସକ୍ରିୟ ମୂତ୍ରାଶୟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୪] ଏହା ଅନିଚ୍ଛାକୃତ ମୂତ୍ରତ୍ୟାଗ, ଜରୁରୀତା ଏବଂ ପୁନଃପୌନିକ ମୂତ୍ର ତ୍ୟାଗ ଲକ୍ଷଣରେ ଉନ୍ନତି ଆଣିବା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୂତ୍ରନଳୀ ସଂକ୍ରମଣ, ତରଳ ଝାଡ଼ା, ଅଇ ଏବଂ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମୂତ୍ର ଧାରଣ (urinary retention) ହୋଇପାରେ । [୧] ଗୁରୁତର ବୃକ୍‌କ କିମ୍ବା ଯକୃତ ସମସ୍ୟା ଥିବା ଲୋକଙ୍କଠାରେ ବ୍ୟବହାର ସୁପାରିଶ କରାଯାଏ ନାହିଁ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଏହା ଏକ ନିର୍ବାଚିତ (ସିଲେକ୍ଟିଭ୍) ବିଟା<sub id="mwKA">୩</sub> ଆଡ୍ରେନର୍ଜିକ୍ ରିସେପ୍ଟର ଆଗୋନିଷ୍ଟ ।[୫]

୨୦୧୮ ମସିହାରେ ଜାପାନରେ ଏବଂ ୨୦୨୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭିବେଗ୍ରନ ଅନୁମୋଦିତ ହୋଇଥିଲା ।[୧] [୬] ୨୦୨୨ ସୁଦ୍ଧା ବ୍ରିଟେନ କିମ୍ବା ୟୁରୋପରେ ଏହା ଅନୁମୋଦିତ ହୋଇନଥିଲା ।[୬] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ମାସକୁ ଏହା ପିଛା ପ୍ରାୟ ୪୬୦ ଡଲାର ଖର୍ଚ୍ଚ ହୋଇଥାଏ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Gemtesa- vibegron tablet, film coated". DailyMed. Archived from the original on 14 January 2021. Retrieved 12 January 2021.
  2. ୨.୦ ୨.୧ ୨.୨ Rechberger T, Wróbel A (January 2021). "Evaluating vibegron for the treatment of overactive bladder". Expert Opinion on Pharmacotherapy. 22 (1): 9–17. doi:10.1080/14656566.2020.1809652. ISSN 1465-6566. PMID 32993398. S2CID 222166213. Archived from the original on 2021-07-17. Retrieved 2022-09-15.
  3. Urovant Sciences GmbH (2020). "HIGHLIGHTS OF PRESCRIBING INFORMATION GEMTESA" (PDF). Archived (PDF) from the original on 2021-07-17. Retrieved 2022-09-15.
  4. "Drug Trials Snapshot: Gemtesa". U.S. Food and Drug Administration (FDA). 23 December 2020. Archived from the original on 12 January 2021. Retrieved 12 January 2021.
  5. "Vibegron Monograph for Professionals". Drugs.com (in ଇଂରାଜୀ). Retrieved 1 November 2022.
  6. ୬.୦ ୬.୧ "Vibegron". SPS - Specialist Pharmacy Service. 25 January 2016. Archived from the original on 4 December 2021. Retrieved 1 November 2022.
  7. "Gemtesa". Archived from the original on 1 November 2022. Retrieved 1 November 2022.