ଭାଲବେନାଜାଇନ
| Clinical data | |
|---|---|
| Trade names | Ingrezza |
| Synonyms | NBI-98854 |
| AHFS/Drugs.com | monograph |
| Routes of administration | By mouth |
| Legal status | |
| Legal status |
|
| Pharmacokinetic data | |
| Protein binding | >99% |
| Metabolism | Activation by hydrolysis, deactivation by CYP3A, CYP2D6 |
| Metabolites | [+]-α-Dihydrotetrabenazine (active metabolite) |
| Elimination half-life | 15–22 hrs |
| Excretion | 60% urine, 30% faeces |
| Identifiers | |
| |
| ECHA InfoCard | 100.236.234 |
| Chemical and physical data | |
| Formula | C24H38N2O4 |
| Molar mass | ୪୧୮.୫୮ g·mol−1 |
| 3D model (JSmol) | |
| |
| |
ଭାଲବେନାଜାଇନ, ଏକ ବାଣିଜ୍ୟ ନାମରେ ଇନଗ୍ରେଜା, ଯାହା ଆଣ୍ଟିସାଇକୋଟିକ କାରଣରୁ ହେଉଥିବା ଦୀର୍ଘ ସମୟ ଧରି ଚଳପ୍ରଚଳ ଅସୁବିଧା ଭୋଗୁଥିବା ଟାର୍ଡିଭ୍ ଡିସ୍କିନେସିଆର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହା ପାଟିରେ ଦିଆଯାଏ ।[୧] ଏହାର ଦୀର୍ଘକାଳୀନ ବ୍ୟବହାର ଆବଶ୍ୟକ ହୁଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ନିଦ୍ରା, ମୂତ୍ର ଧାରଣ, ମୁଣ୍ଡ ବୁଲାଇବା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି (QT) ବିସ୍ତାର ଅନ୍ତର୍ଭୁକ୍ତ ।[୨] ଗୁରୁତର ବୃକ୍କ ସମସ୍ୟା ଥିବା ଲୋକଙ୍କୁ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୧] ଏହା ଏକ ଭେସିକୁଲାର ମୋନୋଆମିନ ଟ୍ରାନ୍ସପୋର୍ଟର ୨ (VMAT2) ପ୍ରତିବନ୍ଧକ । [୧]
୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭାଲବେନାଜାଇନ ଅନୁମୋଦିତ ହୋଇଥିଲା ।[୧] ୨୦୧୮ ସୁଦ୍ଧା ଏହାର ଚିକିତ୍ସା ପିଛା ଏକ ମାସକୁ ୫,୭୫୦ରୁ ୬,୨୨୫ ଡଲାର ଖର୍ଚ୍ଚ ହେଉଥିଲା ।[୨] ଏହା କେବଳ କିଛି ଔଷଧାଳୟରେ ଉପଲବ୍ଧ ।[୩] ୨୦୧୮ ସୁଦ୍ଧା ୟୁରୋପରେ ଏହାକୁ ବିକ୍ରୟ କରିବାର ଯୋଜନା ନଥିଲା ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Valbenazine Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 4 August 2021.
- ↑ ୨.୦ ୨.୧ Uhlyar, S; Rey, JA (June 2018). "Valbenazine (Ingrezza): The First FDA-Approved Treatment for Tardive Dyskinesia". P & T : a peer-reviewed journal for formulary management. 43 (6): 328–331. PMID 29896031.
- ↑ "Ingrezza Prices, Coupons & Savings Tips - GoodRx". GoodRx. Archived from the original on 21 April 2019. Retrieved 5 August 2021.
- ↑ "Valbenazine". SPS - Specialist Pharmacy Service. Archived from the original on 27 August 2021. Retrieved 6 August 2021.